ETV Bharat / business

5 ମାସର ସର୍ବୋଚ୍ଚ ସ୍ତରରେ ଟଙ୍କା

author img

By

Published : Aug 28, 2020, 12:50 PM IST

ଆମେରିକା ଡଲାର ତୁଳନାରେ ଟଙ୍କା ଗୁରୁବାର 49 ପଇସା ବୃଦ୍ଧି ପାଇ 73.81 ରେ ବନ୍ଦ ହୋଇଛି । ଯାହା ମାର୍ଚ୍ଚ 11 ପରେ ଏହାର ସର୍ବୋଚ୍ଚ ବନ୍ଦ ହେବା ରେକର୍ଡ । ଅଧିକ ପଢନ୍ତୁ..

5 ମାସର ସର୍ବୋଚ୍ଚ ସ୍ତରରେ ଟଙ୍କା
5 ମାସର ସର୍ବୋଚ୍ଚ ସ୍ତରରେ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଉପରମୁହାଁ ରହିଛି । ସେୟାର ବଜାରରେ ଟଙ୍କାର ବିନିମ ମୂଲ୍ୟ 73.80 ସ୍ତରରେ ବନ୍ଦ ହୋଇଛି । ଯାହା ଗତ 3 ମାସର ସବୁଠୁ ମଜବୁତ ମୁଦ୍ରା ହୋଇଥିବା ବେଳେ 5 ମାସର ସର୍ବୋଚ୍ଚ ସ୍ତରରେ କାରବାର ବନ୍ଦ କରିଛି ।

ଟଙ୍କାର ମଜବୁତ ପୋର୍ଟଫୋଲିୟୋ ଇନଫ୍ଲୋ ଓ ସେୟାର ବଜାରରେ ମାର୍ଚ୍ଚର ନିମ୍ନ ସ୍ତରରୁ ହୋଇଥିବା ସୁଦୃଢ ପୁନଃରୁଦ୍ଧାର ସହ ଏହା ଯୋଡି ହୋଇଛି । କୋରୋନା ମହାମାରୀ ଯୋଗୁଁ ଆର୍ଥିକ ଗତିବିଧି ବାଧାପ୍ରାପ୍ତ ହୋଇଛି । ଏଥିସହ ଆର୍ଥିକ ସଙ୍କେତ ଧୀରେ ଧୀରେ ଠିକ ହେଉଛି । ଏହି ବାସ୍ତବିକତାର ବିପରୀତ , ସେୟାର ବଜାର ବଢିଚାଲିଛି ।

ଆମେରିକା ଡଲାର ତୁଳନାରେ ଟଙ୍କା ଗୁରୁବାର 49 ପଇସା ବୃଦ୍ଧି ପାଇ 73.81 ରେ ବନ୍ଦ ହୋଇଛି । ଯାହା ମାର୍ଚ୍ଚ 11 ପରେ ଏହାର ସର୍ବୋଚ୍ଚ ବନ୍ଦ ହେବା ରେକର୍ଡ ।

ଏପ୍ରିଲରେ ଟଙ୍କା ନିଜ ସର୍ବୋକାଳୀନ ନିମ୍ନ ସ୍ତର 76.91 ଟଙ୍କାରେ ପହଞ୍ଚିଥିଲା । ଯେଉଁଥିରେ ଏବେ 3.43 ପ୍ରତିଶତ ରିକୋଭରି ହୋଇଛି । କିନ୍ତୁ ଏ ବର୍ଷ ଏବେ ସୁଦ୍ଧା ଆମେରିକା ମୁଦ୍ରା ତୁଳନାରେ ଏହା 4.03 ପ୍ରତିଶତ ଖସିଛି । ନିକଟରେ ଅଗ୍ରଣୀ ବ୍ୟାଙ୍କର କ୍ୟୁଆରପି ଜରିଆରେ ଫଣ୍ଡ ଯୋଗାଡ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.