ETV Bharat / business

ଡଲାର ଦୁର୍ବଳ, ଟଙ୍କା 13 ପଇସା ସୁଦୃଢ

author img

By

Published : May 6, 2021, 8:26 PM IST

ବିଦେଶୀମୁଦ୍ରା ବିନିମୟ ବଜାରରେ ଗୁରୁବାର ଟଙ୍କାର ବିନିମୟ ଡଲାର ତୁଳନାରେ 13 ପଇସା ଦୁର୍ବଳ ହୋଇଛି । ଫଳରେ 1 ଡଲାର ମୂଲ୍ୟ 73.78 ଟଙ୍କା ରହିଛି । ଅଧିକ ପଢନ୍ତୁ..

ଡଲାର ଦୁର୍ବଳ, ଟଙ୍କା 13 ପଇସା ସୁଦୃଢ
ଡଲାର ଦୁର୍ବଳ, ଟଙ୍କା 13 ପଇସା ସୁଦୃଢ

ନୂଆଦିଲ୍ଲୀ: ଆମେରିକୀୟ ମୁଦ୍ରା ଦୁର୍ବଳ ତଥା ଘରୋଇ ସେୟାର ବଜାରରେ ବୃଦ୍ଧି ଦ୍ବାରା ଟଙ୍କାକୁ ମିଳିଛି ସମର୍ଥନ । ବିଦେଶୀମୁଦ୍ରା ବିନିମୟ ବଜାରରେ ଗୁରୁବାର ଟଙ୍କାର ବିନିମୟ ଡଲାର ତୁଳନାରେ 13 ପଇସା ଦୁର୍ବଳ ହୋଇଛି । ଫଳରେ 1 ଡଲାର ମୂଲ୍ୟ 73.78 ଟଙ୍କା ରହିଛି ।

ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଡଲାର ତୁଳନାରେ ସ୍ଥାନୀୟ ମୁଦ୍ରା 73.87 ରେ ଖୋଲିଥିଲା । କାରବାର ସମୟରେ ସର୍ବୋଚ୍ଚ ସ୍ତର 73.77 ଟଙ୍କା ଓ ସର୍ବନିମ୍ନ ସ୍ତର 74 ଛୁଇଁଥିଲା । କାରବାର ଶେଷ ପରେ ଟଙ୍କା 13 ପଇସା ବୃଦ୍ଧି ହୋଇ ଡଲାର ପ୍ରତି 73.78ରେ ବନ୍ଦ ହୋଇଛି ।

ବୁଧବାର ଟଙ୍କାର ବିନିମୟ ମୂଲ୍ୟ 73.91 ରେ ବନ୍ଦ ହୋଇଥିଲା । ଏଥିମଧ୍ୟରେ ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଆମେରକୀୟ ଡଲାର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ 0.30 ପ୍ରତିଶତ ଖସି 91.03 ରହିଛି । ବଜାର ସୂତ୍ର ଅନୁସାରେ ଘରୋଇ ସେୟାର ବଜାରରେ ଦେଖାଦେଇଥିବା ବୃଦ୍ଧି ଟଙ୍କାର ହ୍ରାସରେ ଅଙ୍କୁଶ ଲଗାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.