ETV Bharat / business

ଡଲାର ଦୁର୍ବଳ, ଟଙ୍କା ବଳବାନ

author img

By

Published : Jun 29, 2020, 6:34 PM IST

ମୁଦ୍ରା ବଜାରରେ ଟଙ୍କାକୁ ମିଳିଛି ସମର୍ଥନ । ଫଳରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 7 ପଇସା ମଜବୁତ ହୋଇ 75.58 ଟଙ୍କାରେ କାରବାର ବନ୍ଦ କରିଛି । ଅଧିକ ପଢନ୍ତୁ..

ଡଲାର ଦୁର୍ବଳ , ଟଙ୍କା ବଳବାନ
ଡଲାର ଦୁର୍ବଳ , ଟଙ୍କା ବଳବାନ

ମୁମ୍ବାଇ: ବୈଶ୍ବିକ ବଜାରରେ ଆମେରିକୀୟ ମୁଦ୍ରା ଦୁର୍ବଳ ଓ ଅଶୋଧିତ ତୈଳ ଦାମ ହ୍ରାସ ପ୍ରଭାବରେ ଟଙ୍କା ମଜବୁତ ହୋଇଛି । ସୋମବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 7 ପଇସା ସୁଦୃଢ ହୋଇ 75.58 ଟଙ୍କାରେ ବନ୍ଦ ହୋଇଛି ।

ଏଥିମଧ୍ୟରେ ଦେଶର ସେୟାର ବଜାରରେ ହ୍ରାସ ଦେଖାଦେଇଛି । ବିଦେଶୀ ମୁ୍ଦ୍ରା ଡିଲରଙ୍କ କହିବା ଅନୁଯାୟୀ, ଘରୋଇ ସେୟାରରେ ବଜାରରେ ହ୍ରାସ, ବିଦେଶୀ ମୁଦ୍ରା ଉଠାଣ ଓ କୋଭିଡ-19 ମାମଲା ବୃଦ୍ଧି ଚିନ୍ତା ମଧ୍ୟରେ ଡଲାର ଦୁର୍ବଳ ହୋଇଯାଇଛି । ଫଳରେ ଟଙ୍କାକୁ ସମର୍ଥନ ମିଳିଛି ।

କାରବାର ଆରମ୍ଭରେ ଟଙ୍କା ଡଲାର ପ୍ରତି 75.64 ରେ ଖୋଲିଥିଲା । ତେବେ କାରବାର ମଧ୍ୟରେ ଏଥିରେ ହ୍ରାସ-ବୃଦ୍ଧି ଦେଖାଦେଇଛି । ସେପେଟ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶେଧିତ ତୈଳ ଦାମ 2.15 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପିଛା 40.14 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.