ETV Bharat / business

ପରିସ୍ଥିତି ଅଣାୟତ, ପରିବା ବ୍ୟାଗରେ ନାହିଁ ପିଆଜ - onion price hike

ରାତି ପାହିଲେ ବଢୁଛି ପିଆଜ ଦର । ଏପଟେ ଆକଶଛୁଆଁ ଦରକୁ ନେଇ ଗ୍ରାହକଙ୍କ ଆଖିରେ ଲୁହ । ସେପଟେ ବେପାରୀ ବି ପିଆଜ ପାଇଁ ହାତ ଯୋଡିଦେଲେଣି ।

ପରିସ୍ଥତି ଅଣାୟତ, ପରିବା ବ୍ୟାଗରେ ନାହିଁ ପିଆଜ
author img

By

Published : Nov 22, 2019, 2:42 PM IST

Updated : Nov 22, 2019, 2:48 PM IST

ଭୁବନେଶ୍ବର: ଏବେ ପିଆଜ ଖାଇଲେ ନୁହେଁ କିଣିବା ବେଳେ ଆଖିରୁ ବୋହୁଛି ଲୁହ । ରାଜଧାନୀରେ ପିଆଜ କିଲୋ 80 ଟଙ୍କା ଟପିଲାଣି । ଏପଟେ ସରକାର ଦର କମ ପାଇଁ କହୁଛନ୍ତି , ହେଲେ ଯୋଗାଣ ବଢାଇବାକୁ କିଛି କରୁନାହାନ୍ତି ।

ପରିସ୍ଥିତି ଅଣାୟତ, ପରିବା ବ୍ୟାଗରେ ନାହିଁ ପିଆଜ

କେବେ ପିଆଜ ବିନା ପିଆଜ ବିନା ତରକାରୀ ରୁଚୁନଥିଲା । ଆଜି ପିଆଜ ପାଇଁ ପାଖରେ ପକେଟରେ ଟଙ୍କା ପାଉନି । ନାସିକରୁ ପିଆଜ ଆମଦାନୀ କମ ହେଉଥିବା ଏଭଳି ଦର ବୃଦ୍ଧି ହେଉଥିବାର କହିଛନ୍ତି ବେପାରୀ । ଯୋଗାଣ କମ ଯୋଗୁଁ ସରକ୍ଷିତ ପିଆଜକୁ 75 ଟୁ 79 ଟଙ୍କା ବେପାରୀଙ୍କୁ କିଣି 80 ରୁ 90 ଟଙ୍କାରେ ଖାଉଟିଙ୍କୁ ବିକ୍ରି କରୁଛନ୍ତି । ଏଥିପାଇଁ ପୂର୍ବରୁ କିଲେ ପିଆଜ କିଣୁଥିବା ଗ୍ରାହକ ଏବେ 250 ଗ୍ରାମ କିମ୍ବା ବିନା ପିଆଜ କିଣି ଫେରୁଛନ୍ତି ।

ଏପଟେ ଗ୍ରାହକଙ୍କ ଅଭିଯୋଗ ରହିଛି ଯେ, ସରକାର କଳାବଜାରୀ ଉପରେ ଲଗାମ ଲଗାଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଖାଉଟି ଙ୍କ ମୁଣ୍ଡ ରେ ଚଡକ ରଜଧାନୀ ରେ ପିଆଜ ଦର 80 ରୁ 90।

ହୁ ହୁ ହୋଇ ବଢୁଛି ପିଆଜ ଦର , ପାଖଳ କଂସା ରେ ଦେଖିବା କୁ ମିଳୁନି ପିଆଜ। 20 ଟଙ୍କା ରୁ ପିଆଜ ଦର ବୃଦ୍ଧି ହୋଇ ଆଜି 80 ରୁ 90 ଟଙ୍କା କୁ ପହଂଚି ସରିଲାଣି। ନାସିକ ରୁ ପିଆଜ ର ଆମଡାନି କମ ହେବା ଫଳରେ ଏଭଳି ଦର ବୃଦ୍ଧି ହେଉଥିବାର କହିଛନ୍ତି ବେପାରି। 75 ଟୁ 79 ଟଙ୍କା ବେପାରୀ ଙ୍କୁ କିଣା ପଡୁଥିବା ବେଳେ 80 ରୁ 90 ଟଙ୍କା ରେ ଖାଉଟି କିଣୁଛନ୍ତି। ଅନ୍ୟ ପଟେ ଆଗରୁ ଏକା ଥର 1କେଜି ପିଆଜ କିଣୁ ଥିବା ଗ୍ରହକ ଏବେ 150 ଗ୍ରାମ ପିଆଜ କିଣୁ ଥିବାର ଦେଖିବା କୁ ମିଳୁଛି। ଗ୍ରହକ ଙ୍କ ଅଭିଯେଗ ରହିଛି ଯେ ସରକାର କଳାବଜାରୀ ଉପରେ ଲଗାମ ଲଗାଉନଥିବାରୁ ଏ ଭଳି ପରିସ୍ଥିତି ହୋଉଛି।

ବାଇଟ କାଳନ୍ଦୀ ସାହୁ ବେପାରୀ
ବାଇଟ ବିରୂପାକ୍ଷ ତ୍ରିପାଠୀ, ଗ୍ରାହକ

Body:ଖାଉଟି ଙ୍କ ମୁଣ୍ଡ ରେ ଚଡକ ରଜଧାନୀ ରେ ପିଆଜ ଦର 80 ରୁ 90।

ହୁ ହୁ ହୋଇ ବଢୁଛି ପିଆଜ ଦର , ପାଖଳ କଂସା ରେ ଦେଖିବା କୁ ମିଳୁନି ପିଆଜ। 20 ଟଙ୍କା ରୁ ପିଆଜ ଦର ବୃଦ୍ଧି ହୋଇ ଆଜି 80 ରୁ 90 ଟଙ୍କା କୁ ପହଂଚି ସରିଲାଣି। ନାସିକ ରୁ ପିଆଜ ର ଆମଡାନି କମ ହେବା ଫଳରେ ଏଭଳି ଦର ବୃଦ୍ଧି ହେଉଥିବାର କହିଛନ୍ତି ବେପାରି। 75 ଟୁ 79 ଟଙ୍କା ବେପାରୀ ଙ୍କୁ କିଣା ପଡୁଥିବା ବେଳେ 80 ରୁ 90 ଟଙ୍କା ରେ ଖାଉଟି କିଣୁଛନ୍ତି। ଅନ୍ୟ ପଟେ ଆଗରୁ ଏକା ଥର 1କେଜି ପିଆଜ କିଣୁ ଥିବା ଗ୍ରହକ ଏବେ 150 ଗ୍ରାମ ପିଆଜ କିଣୁ ଥିବାର ଦେଖିବା କୁ ମିଳୁଛି। ଗ୍ରହକ ଙ୍କ ଅଭିଯେଗ ରହିଛି ଯେ ସରକାର କଳାବଜାରୀ ଉପରେ ଲଗାମ ଲଗାଉନଥିବାରୁ ଏ ଭଳି ପରିସ୍ଥିତି ହୋଉଛି।

ବାଇଟ କାଳନ୍ଦୀ ସାହୁ ବେପାରୀ
ବାଇଟ ବିରୂପାକ୍ଷ ତ୍ରିପାଠୀ, ଗ୍ରାହକ

Conclusion:
Last Updated : Nov 22, 2019, 2:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.