ETV Bharat / business

ହୁ ହୁ ହୋଇ ବଢିଚାଲିଛି ତେଲ ଦର, ପେଟ୍ରୋଲ ଲିଟର 73.40 ଟଙ୍କା - diesel price

ଲକଡାଉନ ପରେ ତେଲ ବଜାରରେ ନିଆଁ । 4ଦିନରେ ପେଟ୍ରୋଲ ଲିଟର 2.14 ଟଙ୍କା ଓ ଡିଜେଲ 2.23 ଟଙ୍କା ମହଙ୍ଗା ହୋଇଛି । ଅଧିକ ପଢନ୍ତୁ..

petrol price
ହୁ ହୁ ହୋଇ ବଢିଚାଲିଛି ତେଲ ଦର
author img

By

Published : Jun 10, 2020, 12:34 PM IST

ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଦିନ ଧରି ଜାରି ରହିଛି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ବୁଧବାର ଦେଶର ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦାମ 73.40 ଟଙ୍କାରେ ପହଞ୍ଚିଥିଲାବେଳେ ଡିଜେଲ ଲିଟର ପିଛା 71.62 ଟଙ୍କାରେ ବିକ୍ରି ହେଉଛି ।

ଲଗାତାର 4ର୍ଥ ଦିନରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 2.14 ଟଙ୍କା ଓ ଡିଜେଲ 2.23 ଟଙ୍କା ମହଙ୍ଗା ହୋଇଛି ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଲିଟର ପ୍ରତି ପେଟ୍ରୋଲ ଦାମ ବୁଧବାର ବୃଦ୍ଧି ପାଇଁ କ୍ରମଶଃ 73.40, 75.36 , 80.40 ଓ 77.43 ଟଙ୍କା ରହିଛି । ସେହିପରି ଡିଜେଲ ଦାମ ମଧ୍ୟ ଏହି 4 ମେଟ୍ରୋରେ ଡିଜେଲର ଦାମ କ୍ରମଶଃ 71.62 , 67.63 , 70.35 ଓ 70.13 ଟଙ୍କା ଛୁଇଁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.