ETV Bharat / business

କମିଲା ସୁନା, ଦୁର୍ବଳ ହେଲା ଟଙ୍କା - gold price fall

ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ କମିଲା ସୁନା ଦାମ । ସେପଟେ କିନ୍ତୁ ମୁଡିସର ନକରାତ୍ମକ ରିପୋର୍ଟରେ ଟଙ୍କା ଦୁର୍ବଳ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Nov 9, 2019, 7:18 PM IST

ନୂଆଦିଲ୍ଲୀ: ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର । ଦୁର୍ବଳ ବିଶ୍ବ ମାନ୍ଦାବସ୍ଥା ଭିତରେ ଖସିଲା ସୁନା ଦର । ଦିଲ୍ଲୀ ସରଫରା ବଜାରରେ ସୁନା ଦର 196 ଟଙ୍କା ହ୍ରାସ ପାଇଛି । ଫଳରେ 10 ଗ୍ରାମ ସୁନା ଦର 38,706ଟଙ୍କା ରହିଛି ।

ସେହିପରି ରୂପା ଦାମ ମଧ୍ୟ କମିଛି । ସୁନା କିଲୋ ପ୍ରତି 956 ଟଙ୍କା ହ୍ରାସ ପାଇ 45,498 ଟଙ୍କାରେ ପହଞ୍ଚିଛି । ଗୁରୁବାର ରୂପା କିଲୋ 46,454 ଟଙ୍କା ରହିଥିଲା । ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପା ଦର ଆଉନ୍ସ ପିଛା ଯଥାକ୍ରମେ 1,471 ଡଲାର ଓ 17.06 ଡଲାରରେ ଅପରିବର୍ତ୍ତିତ ରହିଛି ।

ସେପଟେ କିନ୍ତୁ ମୁଡିସ ଭାରତର ଆଉଟଲୁକକୁ ନେଗେଟିଭ କରିବା ପ୍ରଭାବରେ ପୁଞ୍ଜି ବଜାର ଓ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି ।

ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ଟଙ୍କାର ମୂଲ୍ୟ 31 ପଇସା ଦୁର୍ବଳ ହୋଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 71.28 ରହିଥିଲା । ଯାହାକି ଅକ୍ଟୋବର 16 ପରଠାରୁ ସର୍ବନିମ୍ନ ବୋଲି ଜଣାପଡିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.