ETV Bharat / business

ସୁନା 730 ଟଙ୍କା ଓ ରୂପା 1520 ଟଙ୍କା ବଢିଲା - ରୂପା ଦାମ

ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୁଲ୍ଯ 6 ପଇସା ହ୍ରାସ ହୋଇ 74.90 ରେ କାରବାର ବନ୍ଦ କରିଛି । ଏଥିମଧ୍ୟରେ ସୁନା ଓ ରୂପା ଦାମ ପୁଣି ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

ସୁନା 730 ଟଙ୍କା ଓ ରୂପା 1520 ଟଙ୍କା ବଢିଲା
ସୁନା 730 ଟଙ୍କା ଓ ରୂପା 1520 ଟଙ୍କା ବଢିଲା
author img

By

Published : Aug 14, 2020, 7:43 PM IST

ନୂଆଦିଲ୍ଲୀ: ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ରହିବା ମଧ୍ୟରେ ବହୁମୂଲ୍ୟ ଧାତୁର ଦାମ ଶୁକ୍ରବାର ପୁଣି ବୃଦ୍ଧି ହୋଇଛି । ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 730 ଟଙ୍କା ବଢିଥିବା ବେଳେ ରୂପା କିଲୋ ପିଛା 1520 ଟଙ୍କା ଉଛୁଳିଛି ।

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ସୁନା 730 ଟଙ୍କା ବଢି 10 ଗ୍ରାମ ପ୍ରତି 53,691 ଟଙ୍କା ରହିଛି । ପୂର୍ବ କାରବାରରେ ସୁନା 10 ଗ୍ରାମ ପ୍ରତି 52,961 ଟଙ୍କା ରହିଥିଲା ।

ସେହିପରି ରୂପା ଦାମ କିଲୋ ପିଛା 1,520 ଟଙ୍କା ବଢିବା ସହ 70,500 ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାର ଅଧିବେଶନରେ ରୂପା କିଲୋ 68,980 ଟଙ୍କା ଥିଲା ।

ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୁଲ୍ଯ 6 ପଇସା ହ୍ରାସ ହୋଇ 74.90 ରେ କାରବାର ବନ୍ଦ କରିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଆଉନ୍ସ ପ୍ରତି ସୁନା 1,951 ଡଲାର ଏବଂ ରୂପା 26.91 ଡଲାର ରହିଛି ।

HDFC ସିକ୍ୟୁରିଟି ସିନିୟର କମୋଡିଟି ଆନାଲିଷ୍ଟ ତପନ ପଟେଲ କହିଛନ୍ତି ଯେ ଶୁକ୍ରବାର ସୁନା କାରବାର ଅସ୍ଥିର ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.