ETV Bharat / business

ମହଙ୍ଗା ହେଲା ଗହଣା, 36 ହଜାର ଛୁଇଁଲା ସୁନା - gold price hike

ପୁଣି ବଢିଲା ସୁନା ଦାମ । 10 ଗ୍ରାମ ପିଛା ସୁନା 36 ହଜାର ଛୁଇଁଥିଲା ବେଳେ ରୂପା କିଲୋପିଛା 40 ହଜାର ପାର କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 20, 2019, 1:00 PM IST

ନୂଆଦିଲ୍ଲୀ: ପୁଣି ଗହଣା ପ୍ରେମୀଙ୍କୁ ଦର ମାଡ । ଆଗକୁ ବିବାହ ଓ ପର୍ବପର୍ବାଣୀ ଆସୁଥିବା ବେଳେ ଅଳଙ୍କାର କିଣିବାକୁ ଗଲେ ଦାମ ଶୁଣି ହୋସ ଉଡିଯାଉଛି । ସୁନା 36 ହଜାର ଛୁଇଁଥିବା ବେଳେ ରୂପା 3 ଦିନରେ କଲୋ ପିଛା 1,925 ଟଙ୍କା ବଢି 42 ହଜାର ପାର କଲାଣି ।

ଶୁକ୍ରବାର ସରଫରା ବଜାରରେ 10 ଗ୍ରାମ ସୁନା ଦର 280 ଟଙ୍କା ବଢି 35ହଜାର 950ରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା 935 ଟଙ୍କା ଉଛୁଳି 42,035 ଟଙ୍କା ରହିଛି । ଅଖିଳ ଭାରତୀୟ ସରଫରା ସଂଘ ଅନୁଯାୟୀ, ଉଦୌଗିକ କ୍ଷେତ୍ର ଏବଂ କଏନ ନିର୍ମାଣକାରୀଙ୍କ ଚାହିଦା ବଢୁଥିବାରୁ ଚାହିଦା ବଢୁଛି । ଏପଟେ ବଜେଟରେ ମଧ୍ୟ ଅରଥମନ୍ତ୍ରୀ ସୁନା ଓ ମୁଲ୍ୟବାନ ଧାତୁ ଉପରେ ଉତ୍ପାଦନ ଶୁଳ୍କ 10 ପ୍ରତିଶତରୁ ବୃଦ୍ଧି କରି 12.5 ପ୍ରତିଶତ କରିଛନ୍ତି ।

ସୁନା-22 କ୍ୟାରେଟ (10 ଗ୍ରାମ ପିଛା):

  • ଦିଲ୍ଲୀ-35,780 ଟଙ୍କା
  • ମୁମ୍ବାଇ- 35,057 ଟଙ୍କା
  • କୋଲକତା - 33,920 ଟଙ୍କା
  • ଚେନ୍ନାଇ- 33,630 ଟଙ୍କା

ରୂପା (କିଲୋଗ୍ରାମ ପିଛା):

  • ଦିଲ୍ଲୀ-42,035 ଟଙ୍କା
  • ମୁମ୍ବାଇ-40,585 ଟଙ୍କା
  • କୋଲକତା - 40,900 ଟଙ୍କା
  • ଚେନ୍ନାଇ- 44,600ଟଙ୍କା

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.