ETV Bharat / business

ରେକର୍ଡ ଭାଙ୍ଗିଲା ସୁନା ଦର

author img

By

Published : Jan 3, 2020, 7:48 PM IST

ବଜାର ବେଲଗାମ। ଅନ୍ତର୍ଜାତୀୟ ବଜାରରେ 4 ମାସର ରେକର୍ଡ ଭାଙ୍ଗିଲା ସୁନା ଦାମ। ଏହାର ପ୍ରଭାବରେ ଭାରତରେ ସର୍ବୋଚ୍ଚ ସ୍ତରରେ ସୁନା।

gold in india at record high
ରେକର୍ଡ ଭାଙ୍ଗିଲା ସୁନା ଦର

ନୂଆଦିଲ୍ଲୀ: ଇରାକ ରାଜଧାନୀ ବାଗଦାଦ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ବଜାର ବେଲଗାମ। ଅନ୍ତର୍ଜାତୀୟ ବଜାରରେ 4 ମାସର ରେକର୍ଡ ଭାଙ୍ଗିଲା ସୁନା ଦର। ଏହାର ପ୍ରଭାବରେ ଭାରତରେ ସର୍ବୋଚ୍ଚ ସ୍ତରରେ ସୁନାର ଦାମ।

ଶୁକ୍ରବାର ଦିଲ୍ଲୀରେ 10 ଗ୍ରାମ ପିଛା ସୁନା ଦାମ 752 ଟଙ୍କା ବଢି 40,652 ହଜାରରେ ଏବଂ ରୂପା କିଲୋ ପିଛା 960 ଟଙ୍କା ବୃଦ୍ଧି ପାଇ 48,870 ଟଙ୍କାରେ ପହଞ୍ଚିଛି। ଗୁରୁବାର ବଜାର ବନ୍ଦ ସୁଦ୍ଧା 10 ଗ୍ରାମ ସୁନା 39,900 ଟଙ୍କା ରହିଥିଲା। ସେପଟେ ଡଲାର ତୁଳନାରେ ଟଙ୍କାର ବୃଦ୍ଧି ହ୍ରାସ ଜାରି ରହିଛି।

ନୂଆ ବର୍ଷ ଆରମ୍ଭ, ପୁଣି ବିବାହ ସିଜନ ଭିତରେ ମହଙ୍ଗା ଚଡକ ଗ୍ରାହକଙ୍କ ବଜେଟକୁ ବିଗାଡିଦେଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.