ETV Bharat / business

ଗ୍ରାହକଙ୍କୁ ମିଳିବ ରେପୋ ରେଟ ହ୍ରାସର ଫାଇଦା, ସୁନିଶ୍ଚିତ କରିବ ଅର୍ଥ ମନ୍ତ୍ରଣାଳୟ

ଆରବିଆଇ ରେପୋ ରେଟ ଦର ହ୍ରାସ କରୁଛି । ହେଲେ ଏହାର ଫାଇଦା ବ୍ୟାଙ୍କ ଗ୍ରାହକଙ୍କ ପାଖରେ ପହଞ୍ଚୁନି । ଏନେଇ ଯାଞ୍ଚ କରି ଗ୍ରାହକଙ୍କୁ ଶସ୍ତା ସୁଧହାରର ଫାଇଦା ଦେବା ନେଇ ସୁନିଶ୍ଚିତ କରିବ ଅର୍ଥ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ..

we will ensure that banks extend the benefit of policy rate cuts to customers finance minister
ଗ୍ରାହକଙ୍କୁ ମିଳିବ ରେପୋରେଟ ହ୍ରାସର ଫାଇଦା, ସୁନିଶ୍ଚିତ କରିବ ଅର୍ଥମନ୍ତ୍ରାଳୟ
author img

By

Published : Jun 20, 2020, 4:19 PM IST

ନୂଆଦିଲ୍ଲୀ: ବ୍ୟାଙ୍କ ପଲିସି ହାର ହ୍ରାସର ଲାଭ ଗ୍ରାହକଙ୍କୁ ଦେବା ଦରକାର, ଯାହାଦ୍ୱାରା ସୁଧ ଭାର କମ ହେବ । ଆଉ ଏନେଇ ଆମେ ସୁନିଶ୍ଚିତ କରିବୁ ବୋଲି କହି ଉଦ୍ୟୋଗ ଜଗତକୁ ଆଶ୍ବସ୍ତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉଦ୍ୟୋଗ ବୋର୍ଡ PHD ଚାମ୍ବର୍ସ ଅଫ କମର୍ସ ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ର ଭିଡିଓ କନଫରେନ୍ସିଂ ଜରିଆରେ ପିଏଚଡି ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ (PHDCCI)ର ସଦସ୍ୟଙ୍କୁ ସମ୍ବୋଧିତ କରୁଥିଲେ । PHDCCI ଟ୍ବିଟରରେ ଲେଖିଛି କି, ଅର୍ଥମନ୍ତ୍ରଣାଳୟ ଆଶ୍ବସ୍ତି କରିଛି କି ସେ ବ୍ୟକ୍ତିଗତ ଭାବେ ଭାବେ ସୁନିଶ୍ଚିତ କରିବ କି ବ୍ୟାଙ୍କ ରିପୋର୍ଟ ଦର ହ୍ରାସର ଲାଭ ଯଥାଶୀଘ୍ର ଗ୍ରାହକଙ୍କୁ ଦେବ ।

ଗତ ମାସରେ ଆରବିଆଇ ରେପୋ ରେଟ ଦର 0. 40 ପ୍ରତିଶତ ହ୍ରାସ କରିଛି । ଏହା ପରେ ରେପାରେଟ ଦର 4 ପ୍ରତିଶତର ଐତିହାସିକ ସର୍ବନିମ୍ନ ସ୍ତରରେ ଆସି ପହଞ୍ଚିଛି ।

ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ରୋଜଗାର ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଦେଶରେ ଧନ ସୃଷ୍ଟି କରିଛନ୍ତି ସେମାନଙ୍କୁ ସରକାର ସମ୍ମାନିତ କରିବେ ଏବଂ ସେମାନଙ୍କ ସ୍ଥିତିକୁ ସୁଗମ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.