ETV Bharat / business

ବଜେଟ-2020: ଫୋକସରେ ଷ୍ଟଡି ଇନ ଇଣ୍ଡିଆ, ଶିକ୍ଷା ପାଇଁ 1ଲକ୍ଷ କୋଟି - ଶିକ୍ଷାପାଇଁ 99 ହଜାର 3 ଶହ କୋଟି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନକୁ ଗୁରୁତ୍ବ ଦିଆଯାଇଛି । ଏହି ଶିକ୍ଷା ପାଇଁ ମୋଟ 99ହଜାର 3ଶହ କୋଟି ମଞ୍ଜୁର କରାଯାଇଛି ।

union budget 2020, 99 thousand crore for education
ବଜେଟ-2020: ଫୋକସରେ ଷ୍ଟଡି ଇନ ଇଣ୍ଡିଆ, ଶିକ୍ଷାପାଇଁ 99 ହଜାର 3 ଶହ କୋଟି
author img

By

Published : Feb 1, 2020, 12:23 PM IST

Updated : Feb 1, 2020, 4:59 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନକୁ ଗୁରୁତ୍ବ ଦିଆଯାଇଛି । ଏହି ଶିକ୍ଷା ପାଇଁ ମୋଟ 99ହଜାର 3ଶହ କୋଟି ମଞ୍ଜୁର କରାଯାଇଛି । ‘ଷ୍ଟଡି ଇନ ଇଣ୍ଡିଆ’ ଯୋଜନା ଆରମ୍ଭ ହେବ । କୌଶଳ ବିକାଶ ପାଇଁ 3000 କୋଟି ମଞ୍ଜୁର କରାଯାଇଛି । ଏଥିରେ ଅନଲାଇନ ଶିକ୍ଷାକୁ ଗୁରୁତ୍ବ ପ୍ରଦାନ କରାଯାଇଛି ।

ସ୍ଥାନୀୟ ପ୍ରଶାସନରେ ନବାଗତ ଇଞ୍ଜିନିୟରଙ୍କୁ ସୁଯୋଗ ମିଳିବ । ଏଥିରେ ସମାନେ ଇଣ୍ଟର୍ଣ୍ଣସିପ କରିପାରିବେ । ଭାରତରେ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ସୁଯୋଗ ଦିଆଯିବ । ଯେଉଁଥିରେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶରେ ଏଥିପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ସେହିପରି ନ୍ୟାସନାଲ ଫରେନ୍ସିକ ୟୁନିଭରସିଟି ପାଇଁ ପ୍ରସ୍ତାବ ରହିଛି ।

union budget 2020
ଫୋକସରେ ଷ୍ଟଡି ଇନ ଇଣ୍ଡିଆ, ଶିକ୍ଷା ପାଇଁ 1ଲକ୍ଷ କୋଟି

ନଜର ପକାନ୍ତୁ ପ୍ରସ୍ତାବ ଗୁଡିକ ଉପରେ

  • 2021 ସୁଦ୍ଧା ନୂତନ ଶିକ୍ଷାନୁଷ୍ଠାନ
  • ପିସିପି ମଡେଲ ଆଧାରରେ ନୂଆ ମେଡିକାଲ କଲେଜ
  • ନ୍ୟାସନାଲ ଫୋରେସସିକ ୟୁନିଭର୍ସିଟି ପ୍ରସ୍ତାବ
  • ଉଚ୍ଚ ଶିକ୍ଷାର ପ୍ରସାର
  • ଖୁବ ଶୀଘ୍ର ଆସିବ ନୂଆ ଶିକ୍ଷାନୀତି
  • ଶିକ୍ଷାକ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ
  • ଶିକ୍ଷା ବ୍ୟବସ୍ଥାରେ ଅଧିକ ଅର୍ଥର ଆବଶ୍ୟକତା
  • ଶିକ୍ଷା ପାଇଁ ବୃହତ ପୁଞ୍ଜିନିବେଶର ଆବଶ୍ୟକତା
  • ଅନଲାଇନ ଜରିଆରେ ଡିଗ୍ରୀ ପାଠ୍ୟକ୍ରମ
  • ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା
  • ଯୁବ ଇଞ୍ଜିନିୟରମାନଙ୍କ ପାଇଁ ସ୍ଥାନୀୟ ପ୍ରଶାସନରେ ଇଣ୍ଟର୍ଣ୍ଣସିପ
  • ବିଦେଶୀ ଛାତ୍ରଙ୍କୁ ଭାରତରେ ପଢିବା ପାଇଁ ସୁବିଧା
  • ଭାରତୀୟ ଛାତ୍ରଙ୍କୁ ଅନ୍ୟ ରାଷ୍ଟ୍ରରେ ପାଠ ପଢିବା ସୁବିଧା
  • ଜାତୀୟ ପୋଲିସ ବିଶ୍ବବିଦ୍ୟାଳୟ ଓ ଜାତୀୟ ନ୍ୟାୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ
  • ଡାକ୍ତରୀ ଛାତ୍ରଙ୍କ ପ୍ରଫେସନାଲ ଶିକ୍ଷା ପାଇଁ ନୂତନ କାର୍ଯ୍ୟକ୍ରମ
  • ବିଦେଶୀ ପ୍ରତ୍ୟକ୍ଷ ନିବେଶ ବୃଦ୍ଧି ପାଇଁ ପଦକ୍ଷେପ
  • 100ଟି ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠ୍ୟକ୍ରମ ପାଇଁ ଯୋଜନା
  • ପାରାମେଡିକାଲ କର୍ମଚାରୀ ଓ ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ

Intro:Body:

BLANK FOR LINK 

Conclusion:
Last Updated : Feb 1, 2020, 4:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.