ETV Bharat / business

ଆଧାରର ନୂଆ ଆପ୍ ଲଞ୍ଚ, ମିଳିବ ଏସବୁ ସୁବିଧା

author img

By

Published : Nov 26, 2019, 5:12 PM IST

ପୂର୍ବରୁ ଲଞ୍ଚ ହୋଇଥିବା ଏମ ଆଧାର ଆପ୍ଲିକେସନର ନୂଆ ସଂସ୍କରଣ ଆଣିଛି ନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) । ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ ପାଇଁ ଉପଲବ୍ଧ । ତେବେ ଜାଣନ୍ତୁ ଏଥିରେ କଣ ସବୁ ଫାଇଦା ରହିଛି...

UIDAI Launches More Secure mAadhaar App for Android
ଆଧାରର ନୂଆ ଆପ ଲଞ୍ଚ , ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଆପଣଙ୍କ ଆଧାର ହେବ ଆହୁରି ସୁରକ୍ଷିତ । ଏଥିପାଇଁ ପୂର୍ବରୁ ଲଞ୍ଚ ହୋଇଥିବା ଏମ ଆଧାର ଆପ୍ଲିକେସନର ନୂଆ ସଂସ୍କରଣ ଆଣିଛି ନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) । ଏହା ଉଭୟ ଆଣ୍ଡ୍ରଏଡ୍ ଓ iOS ପାଇଁ ଉପଲବ୍ଧ । ତେବେ ଜାଣନ୍ତୁ ଏଥିରେ କଣ ସବୁ ଫାଇଦା ରହିଛି...

UIDAI Launches More Secure mAadhaar App for Android,  iOS

ଏହି ଆପକୁ ୟୁଆଇଡିଏଆଇର ଡାଟାବେସରେ ରେଜିଷ୍ଟ୍ରର ମୋବାଇଲ ନମ୍ବର ଦ୍ବାରା ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ । ଏହି ଆପରେ କାର୍ଡଧାରକର ଆଧାର ନମ୍ବର, ନାଁ, ଜନ୍ମତିଥି, ଠିକଣା ତଥା ଫଟୋଗ୍ରାଫ ସମ୍ବଦ୍ଧିତ ତଥ୍ୟ ରହିଥାଏ ।

  • ଏହାର ସବୁଠୁ ବଡ ଫାଇଦା ଯେ, ଏହାକୁ ଆପଣ ଧରିକି ବୁଲିବା ଦରକାର ନୁହେଁ । ଆଧାର ସହ ଜଡିତ ତମାମ ସୁବିଧା ପାଇଁ ଏମଆଧାର ଆପର ବ୍ୟବହାର କରାଯାଇପାରିବ ।
  • ଏମଆଧାର ଆପ ଜରିଆରେ ବାୟୋମେଟ୍ରିକକୁ ଲକ ମଧ୍ୟ କରାଯାଇପାରିବ ।
  • ଯଦି କୌଣସି କାରଣବଶତଃ ଆପଣଙ୍କ ମୋବାଇଲ ନମ୍ବରରେ ଆଧାର ଓଟିପି ଆସିବନି ତେବେ ଏମଆଧାର ଆପ ଟାଇମ ବେସଡ ଓଟିପିର ବ୍ୟବହାର ହୋଇପାରିବ ।
  • ସୂଚନା ଲିକର କୌଣସି ବିପଦ ନାହିଁ । ଏମଆଧାରରେ ୟୁଜର୍ସ କ୍ୟୁଆର କୋଡ ଜରିଆରେ ନିଜ ଆଧାର ସମ୍ବନ୍ଧୀ ଡିଟେଲକୁ ସେୟାର କରିପାରିବେ ।
  • ମେସେଜ କିମ୍ବା ଇମେଲ ଜରିଆରେ EKYCକୁ ସେୟାର କରିପାରିବେ ।

ୟୁଆଇଡିଡିଏଆଇ ଅନୁଯାୟୀ ଉପଭୋକ୍ତାଙ୍କୁ ଗତ ସଂସ୍କରଣରେ ହଟାଇଦେବା ଦରକାର । ଏଥିସହ ତୁରନ୍ତ ନୂଆ ସଂସ୍କରଣ ଅପଡେଟ କରିବା ଆବଶ୍ୟକ ରହିଛି । ଏହି ଆପ ଇଂରାଜୀ ସମତେ ହିନ୍ଦୀ, ବଙ୍ଗଳା, ଓଡିଶା, ଉର୍ଦ୍ଦୁ, ତେଲୁଗୁ, ମାଲାୟଲମ , କନ୍ନଡ, ଗୁଜୁରାତୀ, ପଞ୍ଜାବୀ, ମରାଠୀ ଓ ଆସମିସ ସମେତ 13ଟି ଭାଷାକୁ ସପୋର୍ଟ କରୁଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.