ETV Bharat / business

ଆରବିଆଇକୁ ସୁପ୍ରିମକୋର୍ଟଙ୍କ ଝଟକା - strike

ଆରବିଆଇ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ଅସାମ୍ବିଧାନିକ ଦର୍ଶାଇ 12 ଫେବୃଆରୀରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାର ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ।

ପ୍ରତିକାତ୍ମକ ଫଟୋ
author img

By

Published : Apr 2, 2019, 11:06 PM IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)କୁ ସୁପ୍ରିମକୋର୍ଟଙ୍କ ଝଟକା । ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଲେ 12 ଫେବୃଆରୀରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାର। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପାୱାର କମ୍ପାନୀ, ସୁଗାର ଓ ଇଫ୍ରାଷ୍ଟଚର କମ୍ପାନୀ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି।

ସୂଚନା ଥାଉ ଯେ, ଆରବିଆଇ ଜାରି କରିଥିବା ଏହି ସର୍କୁଲାରରେ ଋଣରେ ବୁଡି ରହିଥିବା କମ୍ପାନୀଙ୍କୁ ‘ଦେବାଳିଆ’ ଘୋଷିତ କରିବାକୁ ଦର୍ଶାଇଥିଲେ । ଏଥିରେ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଯଦି 2000 କୋଟିରୁ ଅଧିକ ଋଣର ମାମଲା ରହିଥିବ ଆଉ ତାହାକୁ 180 ଦିନ ମଧ୍ୟରେ ସମାଧାନ କରାନଯିବ ତେବେ ତାହାକୁ ଇନ୍ସାଲ୍ବେସୀ (IBC) ଅନ୍ତର୍ଗତ କରାଯିବ । ଏହି ସହ ଏପରି ମାମଲା ସମ୍ବନ୍ଧରେ ବ୍ୟାଙ୍କ ଏନସିଏଲଟିକୁ ଅବଗତ କରାଇବ।

ଆରବିଆଇର ଏହି ନୋଟିସ ବଡ ବଡ ଉଦୌଗିକ କମ୍ପାନୀଙ୍କ ଚିନ୍ତାରେ ପଡିଯାଇଥିଲେ । କାରଣ ଏହି ସବୁ କମ୍ପାନୀ ବ୍ୟାଙ୍କ ଗୁଡିକରୁ ଅଧିକ ଋଣ ନେଇ ଋଣ ଭାରରେ ବୁଡି ରହିଥିଲେ । ଯାହାକି ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଆଶ୍ବସ୍ତି ଲାଭ କରିଛନ୍ତି ।

ଏପ୍ରିଲ 7 ରେ ହକ ନିଜର ମାଗିବ ଓଡିଶା କର୍ମଚାରୀ ସଂଗ୍ରାମ ସମିତି 

1991 ମସିହା ଠାରୁ ବିଭିନ୍ନ ସରକାରୀକାର୍ଯ୍ୟ ରେ ସ୍ଥାୟୀ କର୍ମଚାରୀ ଙ୍କ ବଦଳ ରେ ଠିକା କର୍ମଚାରି ଙ୍କ ଦ୍ୱାରା ରାଜ୍ୟ ସରକାର କାମ କରାଉଛନ୍ତି। 18 ଟି ଠିକାଦାର ମଧ୍ୟମରେ ନିଯୁକ୍ତ ଠିକା କର୍ମଚାରୀ ଙ୍କ ସଂଖ୍ୟା ପ୍ରାୟ ଦୁଇ ଲକ୍ଷ ରୁ ଅଧିକ। ଗୋଟିଏ ସରକାରୀ କାର୍ଯ୍ୟାଳୟ ରେ ସରକାରୀ କର୍ମଚାରୀ କାମ କରୁଛନ୍ତି ସେତିକି କାମ ଠିକା କର୍ମଚାରୀ ବି କରୁଛନ୍ତି ହେଲେ ଆଜି ଯାଏଁ ସରକାର ସେମାନଙ୍କୁ ଅଣ ଦେଖା କରୁଛନ୍ତି। ଅନ୍ୟ ପଟେ ସରକାର ଜାତୀୟ ସ୍ୱାସ୍ଥ୍ୟ ଯୋଜନା ରେ କାର୍ଯ୍ୟରତ ଠିକା ନର୍ସ,ଫର୍ମାଶିଷ୍ଟ ,ଲାବ୍ରୋଟେରିଆନ, ଟେକ୍ନିସିଆନ ଭଳି ବୈଷୟିକ କର୍ମଚାରି ମାନଙ୍କୁ ସ୍ଥାୟୀ କରିଛନ୍ତି ହେଲେ ଅନ୍ୟାନ୍ୟ ଠିକା କର୍ମଚାରି ଙ୍କ କ୍ଷେତ୍ର ରେ ସରକାରୀ କୁ ଏ ଯାଏ କିଛି ସୁବିଧା ଦେଇ ନାହାନ୍ତି। ଆଉ ଯଦି ଆଗାମୀ ଦିନ ରେ ଏହି ଠିକା କର୍ମଚାରୀ ମାନଙ୍କୁ ତାଙ୍କ ହକ ଦିଆ ନ ଯାଏ ଆଗାମୀ ଦିନରେ ରାଜ ରାସ୍ତା କୁ ଓହ୍ଲାଇବା ସହ ଆସନ୍ତା  ଏପ୍ରିଲ 7 ରେ ସମସ୍ତ ରାଜନୈତିକ ଦଳ ସହ ରାଜ୍ୟ ର ସମସ୍ତ ବୁଦ୍ଧି ଯିବି କୁ ନିଜର ହକ ମାଗିବେ ବୋଲି ସଂଗ ଗଣମାଧ୍ୟମ ସମୁଖରେ ପ୍ରକାଶ କରିଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.