ETV Bharat / business

ଋଣ ଖିଲାପକାରୀଙ୍କ ତାଲିକା ପର୍ଦ୍ଦାଫାସ କରିବ ଆରବିଆଇ

ଋଣ ଖିଲାପକାରୀଙ୍କୁ ଶକ୍ତ ଝଟକା । ଟଙ୍କା ନେଇ ପରିଶୋଧ କରୁନଥିବା ବଡବଡିଆଙ୍କ ନାଁ ଓ ତଥ୍ୟର ଖୁଲାସା କରିବାକୁ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସିଆଇସି ।

ଫାଇଲ ଫଟୋ
author img

By

Published : May 28, 2019, 7:36 PM IST

ନୂଆଦିଲ୍ଲୀ: ବଡବଡିଆ ଠକଙ୍କ ହେବ ପର୍ଦ୍ଦାଫାସ। ଋଣ ଖିଲାପ କରି ଚୁପ ରହିଯାଉଥିବା କୋଟିପତିଙ୍କ ତଥ୍ୟ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) । ଏଥିଲାଗି ଏବେ ଚିନ୍ତାରେ ଡିଫଲ୍ଟର୍ସ ।

ଲକ୍ଷ୍ନୌର ସୂଚନା ଅଧିକାରୀ କର୍ମୀ ନୂତନ ଠାକୁରଙ୍କ ଆବେଦନ ଉପରେ ଶୁଣାଣୀ କରି ସିଆଇସି ଏପରି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅଧିକାର ଆଇନ ଜରିଆରେ ଋଣ ଖିଲାପକାରୀଙ୍କ ସୂଚନା ମାଗିଥିଲେ । ନୂତନ ତାଙ୍କ ଆବେଦନରେ ଆରବିଆଇ ଡେପୁଟି ଗଭର୍ଣ୍ଣର ବିରାଳ ଆଚାର୍ଯ୍ୟ 2017ରେ ଜାରି କରିଥିବା ବୟାନକୁ ମଧ୍ୟ ପ୍ରକାଶ କରିଥିଲେ । ସମାଧାନ ପାଇଁ ବଡବଡ ଋଣ ଖିଲାପକାରୀଙ୍କୁ ବ୍ୟାଙ୍କ ପାଖକୁ ପଠାଯାଇଥିବା ନେଇ ବିରାଳ ନିଜ ବୟାନରେ କହିଥିଲେ ।

କହି ରଖୁଛୁ ଯେ, ସୂଚନା ଅଧିକାର ଅନୁଯାୟୀ ବିବାଦର ସମାଧାନ ପ୍ରକ୍ରିୟା 2ଟି ଚରଣରେ ହୋଇଥାଏ । ମୁଖ୍ୟ ଲୋକ ସୂଚନା ଅଧିକାରୀ( ସିପିଆଇଓ)ଙ୍କୁ ଜବାବ ରଖିବାକୁ ପଡିଥାଏ । ଅନ୍ୟଟିରେ ସିଆଇସି ସମ୍ମୁଖରେ ଅପିଲ କରି ଆବେଦନକାରୀଙ୍କ ଉତ୍ତର ମାଗିଥାଏ ।

Intro:Body:

dfgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.