ETV Bharat / business

ଫେବୃଆରୀରେ ଆୟକରରେ ମିଳିବ ରିହାତି ! - ଫେବୃଆରୀରେ କମିବ ଆୟକର

ଆୟକରଦାତାଙ୍କୁ ମିଳିବ ଟିକସ ରିହାତି। ଖାଉଟିର ଚାହିଦା ବୃଦ୍ଧି ଓ ଅଭିବୃଦ୍ଧିକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସରକାର ଏନେଇ ବିଚାର କରୁଛନ୍ତି।

ପ୍ରତିକାତ୍ମକ ଫଟୋ
author img

By

Published : Oct 25, 2019, 9:38 AM IST

ନୂଆଦିଲ୍ଲୀ: ସଚ୍ଚୋଟ ଆୟକରଦାତାଙ୍କୁ ମିଳିବ ଟିକସ ରିହାତି । ଖାଉଟିର ଚାହିଦା ବୃଦ୍ଧି ଓ ଅଭିବୃଦ୍ଧିକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସରକାର ଏ ନେଇ ବିଚାର କରୁଛନ୍ତି ।

ବାର୍ଷିକ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆୟ ଉପରେ 30 ପ୍ରତିଶତ ଆୟକର ଦିଆଯାଉଛି । ହେଲେ ଏଥିରେ ପରିବର୍ତ୍ତନ କରି ଟିକସ ଚିନ୍ତା କରାଯାଉଛି । ଏବେ 30 ପ୍ରତିଶତ ଟିକସ ସ୍ଲାବ ପାଇଁ ଆୟସୀମା ବଢାଇବାକୁ ଯୋଜନା ଚାଲିଛି । ତେବେ ଏହା ବଦଳରେ କିଛିଟା ଟିକସ ରିହାତିକୁ ହଟାଯିବ ।

ତେବେ ଆପଣ ଜାଣନ୍ତି କି ଏହି ରିହାତି ପାଇଁ ଘରଭଡା ପୈଠବେଳେ ମିଳୁଥିବା ଟିକସ ରିହାତି ଓ କେତେକ ବ୍ୟାଙ୍କ ଜମାରେ ଦିଆଯାଉଥିବା ସୁଧ ରିହାତି ଆଉ ମିଳି ନପାରେ । ଆସନ୍ତା ବଜେଟରେ ଏନେଇ ଘୋଷଣା ହେବା ନେଇ ସମ୍ଭାବନା ରହିଛି। ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟିକସ ହ୍ରାସ ନେଇ ନିଷ୍ପତ୍ତି ନେଇଥିଲେ । ଏହା ବ୍ୟତୀତ ସରକାର ବିଦେଶୀ ନୀତି ଉପରେ ଏକ ସ୍ଲାବ ଖସାଇଛନ୍ତି। ଫଳରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ ବଢିବା ନେଇ ଆଶା ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.