ETV Bharat / business

ଭାରତର 4 କୋଟି ପ୍ରବାସୀଙ୍କ ଜୀବିକା ପ୍ରଭାବିତ: ବିଶ୍ବବ୍ୟାଙ୍କ - world bank

ଭାରତରେ ଲକଡାଉନ ଯୋଗୁଁ ଦେଶର ପାଖାପାଖି 4 କୋଟି ଆଭ୍ୟନ୍ତରୀଣ ପ୍ରବାସୀଙ୍କ ଜୀବିକା ପ୍ରଭାବିତ ହୋଇଛି । ଗତ କିଛି ଦିନ ମଧ୍ୟରେ 50ରୁ 60 ହଜାର ଲୋକ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଫେରିଯାଇଛନ୍ତି । ଅଧିକ ପଢନ୍ତୁ..

lockdown in india
ଭାରତର 4 କୋଟି ପ୍ରବାସୀଙ୍କ ଜୀବିକା ପ୍ରଭାବିତ
author img

By

Published : Apr 23, 2020, 7:02 PM IST

ୱାସିଂଟନ: ମାର୍ଚ୍ଚ 25ରୁ ଜାରି ଦେଶବ୍ୟାପି ଲକଡାଉନ ଯୋଗୁଁ ଭାରତର ପାଖାପାଖୀ 4 କୋଟି ପ୍ରବାସୀ ଶ୍ରମିକ ପ୍ରଭାବିତ ହୋଇଛନ୍ତି । ଏକ ରିପୋର୍ଟ ଜାରି କରି ବିଶ୍ବ ବ୍ୟାଙ୍କ ଏନେଇ ଦର୍ଶାଇଛି ।

ରିପୋର୍ଟରେ ବିଶ୍ବ ବ୍ୟାଙ୍କ କହିଛି ଯେ, ‘‘ ଭାରତରେ ଲକଡାଉନ ଯୋଗୁଁ ଦେଶର ପାଖାପାଖି 4 କୋଟି ଆଭ୍ୟନ୍ତରୀଣ ପ୍ରବାସୀଙ୍କ ଜୀବିକା ପ୍ରଭାବିତ ହୋଇଛି । ଗତ କିଛି ଦିନ ମଧ୍ୟରେ 50ରୁ 60 ହଜାର ଲୋକ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଫେରିଯାଇଛନ୍ତି ।

ପ୍ରବାସୀଙ୍କ ମତ ଅନୁଯାୟୀ, କୋରୋନା ଭାଇରସ ସଙ୍କଟ (କୋଭିଡ -19 କ୍ରାଇସେସ ଥ୍ରୁ ଏ ମାଇଗ୍ରେସନ ଲେନ୍ସ) ନାମକ ରିପୋର୍ଟ ଅନୁସାରେ ଆଭ୍ୟନ୍ତରୀଣ ପ୍ରବାସୀଙ୍କ ସଂଖ୍ୟା ଅନ୍ତରାଷ୍ଟ୍ରୀୟ ପ୍ରବାସୀଙ୍କ ତୁଳନାରେ ପ୍ରାୟ ଅଢେଇ ଗୁଣା ।

ରିପୋର୍ଟରେ କୁହାଯାଇଛି ଯେ, ଲକଡାଉନ ଯୋଗୁଁ ଲୋକ ରୋଜଗାର ହରାଉଛନ୍ତି । ଏଥିସହ ସାମାଜିକ ଦୂରତ୍ବ ବଜାୟ ରଖିବା ଯୋଗୁଁ ଭାରତ ଓ ଲାଟିନ ଆମେରିକାର ବହୁ ଦେଶରେ ବଡ ସଂଖ୍ୟାରେ ଅଭ୍ୟନ୍ତରୀଣ ପ୍ରବାସୀଙ୍କୁ ଫେରିବାକୁ ପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.