ETV Bharat / business

ବିଦେଶୀ ମୁଦ୍ରା ଭଣ୍ଡାରରେ 64.9 ଅରବ ଡଲାର ବୃଦ୍ଧି

author img

By

Published : Jul 1, 2020, 3:06 PM IST

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଗତ ଆର୍ଥିକ ବର୍ଷ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ 64.9 ଅରବ ଡଲାର ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

ବିଦେଶୀ ମୁଦ୍ରା ଭଣ୍ଡାରରେ 64.9 ଅରବ ଡଲାର ବୃଦ୍ଧି
ବିଦେଶୀ ମୁଦ୍ରା ଭଣ୍ଡାରରେ 64.9 ଅରବ ଡଲାର ବୃଦ୍ଧି

ମୁମ୍ବାଇ: ଆର୍ଥିକ ବର୍ଷ 2019-20 ମଧ୍ୟରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ 64.9 ଅରବ ଡଲାର ବୃଦ୍ଧି ହୋଇଛି । ହେଲେ 2018-19 ଆର୍ଥିକ ବର୍ଷ ତୁଳନାରେ ଏଥିରେ 11.7 ଅରବ ଡଲାର ହ୍ରାସ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଆରବିଆଇ ଏକ ବିଜ୍ଞପ୍ତିରେ କହିଛି କି, ଭଣ୍ଡାରର ଏହି ବୃଦ୍ଧି ମୂଲ୍ୟାଙ୍କନ ପ୍ରଭାବ ( ଭେଲ୍ୟୁସନ ଇଫେକ୍ଟ) କୁ ଆଡଜଷ୍ଟ କରିଛି । ପ୍ରକାଶ ଯେ, ପେମେଣ୍ଟ ବାଲାନ୍ସ ଆଧାରରେ (ମୂଲ୍ୟାଙ୍କନ ପ୍ରଭାବକୁ ବାଦ ଦେଇ) ବିଦେଶୀ ମୁଦ୍ରା ଭଣ୍ଡାରରେ ଆର୍ଥିକ ବର୍ଷ 2019-20 ଆଧାରରେ 59.5 ଅରବ ଡଲାର ବୃଦ୍ଧି ହୋଇଛି । ଯେତେବେଳେ କି 2018-19 ଆର୍ଥିକ ବର୍ଷରେ ଏଥିରେ 3.3 ଅରବ ଡଲାର ହ୍ରାସ ହୋଇଥିଲା ।

ସେହିପରି ଗତ ଆର୍ଥିକ ବର୍ଷ ଦେଶର କରେଣ୍ଟ ଆକାଉଣ୍ଟ ବାଲାନ୍ସ (ସିଏବି) 24.7 ବିଲିୟନ ଡଲାର ହ୍ରାସ ପାଇଛି । ଏଭଳି ଭାବେ ନେଟ ଏଫଡିଆଇ ପ୍ରବାହ ମଧ୍ୟ 43 ବିଲିୟନ ଡଲାର ବୃଦ୍ଧି ପାଇଛି । ଯାହାକି 2018-29ରେ 30.7 ବିଲିୟନ ଡଲାର ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.