ETV Bharat / business

ଜାଣନ୍ତୁ, 20 ଲକ୍ଷ କୋଟି ମହାପ୍ୟାକେଜର ସମ୍ପୁର୍ଣ୍ଣ ହିସାବନିକାଶ - ଆତ୍ମନିର୍ଭର ଭାରତ ପ୍ୟାକେଜ

ନିର୍ମଳା ସୀତାରମଣ ଆଜିକୁ 5 ଦିନ ଧରି ଘୋଷଣା କରିଥିବା ମହାପ୍ୟାକେଜରେ କରାଯାଇଥିବା ବ୍ୟୟ ବରାଦର ଟିକିନିକି ହିସାବ ବୁଝନ୍ତୁ..

economic package know here the full account of 20 lakh crores
ଜାଣନ୍ତୁ, 20 ଲକ୍ଷ କୋଟି ମହାପ୍ୟାକେଜର ସମ୍ପୁର୍ଣ୍ଣ ହିସାବନିକାଶ
author img

By

Published : May 17, 2020, 5:09 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜର ପଞ୍ଚମ ରାଉଣ୍ଡ ସହ ସମସ୍ତ ଘୋଷଣା ସରିଛି । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିକୁ 5 ଦିନ ଧରି ଘୋଷଣା କରିଥିବା ମହାପ୍ୟାକେଜରେ କରାଯାଇଥିବା ବ୍ୟୟ ବରାଦର ଟିକିନିକି ହିସାବ ବୁଝନ୍ତୁ..

ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 20,97,053 କୋଟି ଟଙ୍କା ପଦକ୍ଷେପର ସମ୍ପୂର୍ଣ୍ଣ ତାଲିକା ରଖିଛନ୍ତି । ଭାରତ କୋରାନା ମହାମାରୀକୁ ହରାଇ ପୁଣି ଛରେ ଆତ୍ମନିର୍ଭରଶୀଳ ହେବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅନୁଯାୟୀ ଏହି ପ୍ୟାକେଜରେ ଭିନ୍ନ ଭିନ୍ନ ବିବରଣୀ ଦେଇ ଅର୍ଥମନ୍ତ୍ରୀ ସମସ୍ତ ସୂଚନା ଦେଇଛନ୍ତି ।

‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ବଜେଟ ବିବରଣୀ

  • ପ୍ରଥମ ଦିନରେ(ରାଉଣ୍ଡ-1) 5,94,550 କୋଟି ଟଙ୍କାର ଆବଣ୍ଟନ କରିଛନ୍ତି ।
  • ଦ୍ବିତୀୟ ଦିନରେ (ରାଉଣ୍ଡ-2) କୃଷି , ଗୃହ, ଗ୍ରାମୀଣ କ୍ଷେତ୍ର ପାଇଁ 3,10,000 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
  • ତୃତୀୟ ଦିନ(ରାଉଣ୍ଡ-3) କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ପୁନର୍ଜୀବିତ ପାଇଁ ବିଭିନ୍ନ ଯଏାଜନା ମାଧ୍ୟମରେ 1,50,000 କୋଟି ଟଙ୍କା ବଣ୍ଟନ ନେଇ ଘୋଷାଣା ହୋଇଛି ।
  • ଚତୁର୍ଥ ଓ ପଞ୍ଚମ ଦିନ(ରାଉଣ୍ଡ-4 ଓ 5)ରେ କୋଇଲା ଠାରୁ ବିମାନ ସେବା ଓ ସ୍ବାସ୍ଥ୍ୟ, ଶିକ୍ଷା ଠାରୁ ବ୍ୟବସାୟୀଙ୍କ ପାଇଁ 48,100 କୋଟି ଟଙ୍କାର ପ୍ଲାନ ଅଣାଯାଇଛି ।
  • ଏହା ବ୍ୟତିତ ପ୍ୟାକେଜରେ ପିଏମଜିକେପି ଅଧିନରେ 1,92,800 କୋଟି ଟଙ୍କା ଓ ଆରବିଆଇ ଉପାୟ ଜରିଆରେ 8,01,603 କୋଟି ଟଙ୍କାର ଉପାୟ ମଧ୍ୟ ଏହି ମହାପ୍ୟାକେଜରେ ସାମିଲ ରହିଛି । ଯାହାକି 9,94,403 କୋଟି ଟଙ୍କାର ବଜେଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.