ETV Bharat / business

ଲକଡାଉନ ଯୋଗୁଁ ବ୍ୟାପକ ଆର୍ଥିକ କ୍ଷତି ସହିବ ଭାରତ: ମୁଡିସ

author img

By

Published : May 22, 2020, 8:08 PM IST

କୋରୋନା ମାଡରେ ଚଳିତ ଆର୍ଥିକ ବର୍ଷ ସଙ୍କୁଚିତ ହେବ ଅର୍ଥବସ୍ଥା । ଧିମେଇପଡିବ ଅଭିବୃଦ୍ଧି ହାର । ଭାରତକୁ ବ୍ୟାପକ କ୍ଷତି ସହିବାକୁ ପଡିବ ! ଅଧିକ ପଢନ୍ତୁ..

Economic damage
ଲକଡାଉନ ଯୋଗୁଁ ବ୍ୟାପକ ଆର୍ଥିକ କ୍ଷତି ସହିବ ଭାରତ: ମୁଡିସ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଆର୍ଥିକ ଗତିବିଧି ବନ୍ଦ ସହ କାରବାର ସ୍ଥାଣୁ ପାଲଟିଯାଇଛି । ଏହାର ପରିଣାମସୂରୂପ ଭାରତକୁ ପ୍ରବଳ କ୍ଷତି ସହିବାକୁ ପଡିବ । ଆଉର ଏହାର ପ୍ରଭାବ ଉଭୟ ସାର୍ବଜନୀନ ଓ ଘରୋଇ କ୍ଷେତ୍ରରେ ଦେଖିବାକୁ ମିଳିବ । ଶୁକ୍ରବାର ମୁଡିସ ଇନଭେଷ୍ଟର୍ସ ସର୍ଭିସ ଏ ନେଇ ପ୍ରକାଶ କରିଛି ।

ମଡିସର ଏକ ରିପୋର୍ଟ ଜାରି କପିଛି । ଯାହାର ନାଁ କୋରୋନାଭାଇରସ-ଇଣ୍ଡିଆ: ଲକଡାଉନ କମ୍ପାଉଣ୍ଡସ ଇକୋନୋମିକ ଚ୍ୟାଲେଞ୍ଜଜ ଆଜ କ୍ରେଡିଟ ରିସ୍କ ରାଇଜ ଇନ ମେନି ସେକ୍ଟର (

Coronavirus - India: Lockdown Compounds Economic Challenges as Credit Risk Rise in Manny Sectors) ରହିଛି ।

ମୁଡିସର ସହକାରୀ ଉପାଧ୍ୟକ୍ଷ ତଥା ବିଶ୍ଳେଷକ ଦେବୋରାହ ଟାନ୍ (Deborah Tan) କହିଛନ୍ତି ଯେ, କୋରୋନା ପ୍ରତିହିତ ପାଇଁ ଜାରି ରହିଥିବା ବନ୍ଦ ଯୋଗୁଁ ଉପଯୋଗୀତା ହ୍ରାସ ଓ କାରବାର ଗତିବିଧି ଠପ ରହିଛି । ଆଉ ଏ ସବୁ ଚ୍ୟାଲେଞ୍ଜର ସାମ୍ନା କରୁଥିବା ଘରୋଇ ଅର୍ଥନୀତି ତଳମୁହାଁ ହେଉଛି । କୋରୋନା ଭାଇରସ ପ୍ରକୋପ ପୂର୍ବରୁ ଅର୍ଥବ୍ୟବସ୍ଥା 6 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚି ଧୀମା ଗତିରେ ବଢୁଥିଲା ।

ମୁଡିସ ରିପୋର୍ଟରେ ଦର୍ଶାଇଛି କି, 2020-21 ଆର୍ଥିକ ବର୍ଷରେ ଭାରତ ଅର୍ଥବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ(ଜିଡିପି) ବୃଦ୍ଧି ଦରରେ ବାସ୍ତବିକ ହ୍ରାସ ପରିଲିଖିତ ହେବା ଅନୁମାନ କରିଛି । ଏହା ପୂର୍ବରୁ ଆଭିବୃଦ୍ଧି ଶୂନ୍ୟ ରହିବ ବୋଲି ମୁଡିସ ଆକଳନ ପ୍ରକାଶ କରିଥିଲା ।

ତେବେ 2021-22 ବର୍ଷରେ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସିବ ବୋଲି ମୁଡିସ ଆଶା ପ୍ରକାଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.