ETV Bharat / business

ମାର୍ଚ୍ଚ ଓ ଏପ୍ରିଲରେ ମୁଦ୍ରା ପ୍ରଚଳନ ଅଧିର ରହିଛି : ଆରବିଆଇ

author img

By

Published : Jul 17, 2020, 6:03 PM IST

ରବି ଅମଳ ଓ ହିନ୍ଦୁ ନବ ବର୍ଷ ସେଲିବ୍ରେସନ ମଧ୍ୟରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ମୁଦ୍ରା ପ୍ରଚଳନ ଅଧିକ ହୋଇଛି । ଆରବିଆି ରିପୋର୍ଟରେ ଏ ନେଇ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

ମାର୍ଚ୍ଚ ଓ ଏପ୍ରିଲରେ ମୁଦ୍ରା ପ୍ରଚଳନ ଅଧିର ରହିଛି : ଆରବିଆଇ
ମାର୍ଚ୍ଚ ଓ ଏପ୍ରିଲରେ ମୁଦ୍ରା ପ୍ରଚଳନ ଅଧିର ରହିଛି : ଆରବିଆଇ

ମୁମ୍ବାଇ: ରବି ଫସଲ ଅମଳ ଏବଂ ହିନ୍ଦୁ ନବ ବର୍ଷର ଭଳି ପାର୍ବଣ ମଧ୍ୟରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦେଶରେ ଅଧିକ ମୁଦ୍ରା ପ୍ରଚଳନ ହୋଇଛି । ଯେତେବେଳେ କି ମେ ମେ ମାସରୁ ଜୁଲାଇ ମଧ୍ୟରେ ଏଥିରେ ହ୍ରାସ ଦେଖାଦେଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଡକ୍ୟୁମେଣ୍ଟରେ ଏ ନେଇ କୁହାଯାଇଛି ।

କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟରତ ଜନକ ରାଜ, ଇନ୍ଦ୍ରାଣୀ ଭଟ୍ଟାଚାର୍ଯ୍ୟ, ସମୀର ରଞ୍ଜନ ବେହେରା, ଜଇସ ଜନ ଓ ଭୀମପ୍ପା ଅର୍ଜୁଲ ତଲୱାର ମିଳିତ ଭାବେ ଏହି ଆର୍ଟିକଲ ପ୍ରସ୍ତୁତ କରିଛନ୍ତି । ସେ ନିଜ ରିପୋର୍ଟ ‘ମଡେଲିଂ ଆଣ୍ଡ ଫରକାଷ୍ଟିଙ୍ଗ କରେନ୍ସି ଡିମାଣ୍ଡ ଇନ ଇଣ୍ଡିଆ : ଏ ହେଟେରୋଡକ୍ସ ଆପ୍ରୋଚ’ରେ ଏ ନେଇ ସୂଚନା ଦେଇଛନ୍ତି ।

ଏଥିରେ କୁହାଯାଇଛି କି, ମାର୍ଚ୍ଚ ଓ ଏପ୍ରିଲ ଅଧିକ ମୁଦ୍ରା ପ୍ରଚଳନ ଯୋଗୁଁ ରବି ଫସନ ବୁଣିବା କାମ ଠାରୁ ଆରମ୍ଭ କରି ଗହମ କ୍ରୟ , ବିବାହ ସିଜନ ଓ ହିନ୍ଦୁ ନବ ବର୍ଷ ସହ ଜଡିତ ପୋଙ୍ଗଲ , ଗୁଡି ପର୍ବ ଆଦି ପାର୍ବଣ ହୋଇପାରିଛି ।

ହେଲେ ମେ , ଜୁନ, ଜୁଲାଇରେ ଏହି ପରିମାଣ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏହାକୁ ବର୍ଷା ସିଜନ ସହ ଯୋଡାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.