ETV Bharat / business

ମହାମାନ୍ଦା ତୁଳନାରେ 2020ରେ 4 ଗୁଣ ବଢିଛି ବେକାରୀ - 2009 Financial Crisis

2009 ମହାମାନ୍ଦା ତୁଳନାରେ 4 ଗୁଣା ଅଧିକ ବେକାରୀ 2020ରେ ଦେଖାଦେଇଛି । ଏ ନେଇ ପ୍ରକାଶ କରିଛି ଆଇଓଏଲ । ଅଧିକ ପଢନ୍ତୁ..

ମହାମାନ୍ଦା ତୁଳନାରେ2020ରେ 4 ଗୁଣା ବଢିଛି ବେକାରୀ

author img

By

Published : Jan 26, 2021, 10:35 PM IST

ଜେନିଭା: କୋରୋନା ଭାଇରସ ମହାମାରୀ ଯୋଗୁଁ 2020 ରେ ରେକର୍ଡ ସୃଷ୍ଟି କରିଛି ବେକାରୀ ସଂଖ୍ୟା । ଏପରିକି 2009 ବୈଶ୍ବିକ ଆର୍ଥିକ ସଙ୍କଟ ସମୟରେ ଯାଇଥିବା ନିଯୁକ୍ତିର 4 ଗୁଣା ଅଧିକ କ୍ଷତି ଗତ ବର୍ଷ ଦେଖାଦେଇଥିଲା ।

ମିଳିତ ଜାତିସଂଘର ଏକ ସଙ୍ଗଠନ ଏକ ରିପୋର୍ଟରେ ଏନେଇ କହିଛି । ଗତ ବର୍ଷ ଏହି ସଙ୍କଟରେ ମୋଟ ମିଶାଇ 22 କୋଟିରୁ ଅଧିକ ପୁର୍ଣ୍ଣକାଳୀନ ଚାକିରୀ ଓ ଶ୍ରମିକଙ୍କ 37 ଅରବ ଡଲାରର ଆୟ କ୍ଷତି ହୋଇଛି । ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ (ଆଇଏଲଓ)ର ଅନୁମାନ ରହିଛି କି କୋଭିଡ-19 ପ୍ରତିହିତ ପାଇଁ କମ୍ପାନୀ ଓ ସାର୍ବଜନୀକ ଜୀବନ ଉପରେ ଲାଗୁ ପ୍ରତିବନ୍ଧକ ଯୋଗୁଁ ଦୁନିଆରେ 8.8 ପ୍ରତିଶତ କାର୍ଯ୍ୟଅବଧି କ୍ଷତି ହୋଇଛି ।

ଏହାକୁ ଯଦି ଦୈନିକ ହିସାବରେ ଦେଖିବା ତେବେ 22.5 କୋଟି ପୂର୍ଣ୍ଣ ଚାକିରୀ କ୍ଷତି କୁହାଯାଇପାରିବ । ଏହା 2009 ର ବୈଶ୍ବିକ ବ୍ୟାଙ୍କିଙ୍ଗ ସଙ୍କଟ ସମୟରେ ଯାଇଥିବା ଚାକିରୀର 4 ଗୁଣା ସମାନ ।

ଆଇଏଲ୍ଏ ମହାନିର୍ଦ୍ଦେଶକ ଗୁୟ ରାଇଡର୍ କହିଛନ୍ତି ଯେ, 1930 ଦଶକର ମହାବାତ୍ୟା ପରଠାରୁ ଏହି କୋରୋନା ଭୂତାଣୁ ସଙ୍କଟ ହେଉଛି ସବୁଠାରୁ ବଡ ସଙ୍କଟ । 2009 ର ବୈଶ୍ବିକ ଆର୍ଥିକ ସଙ୍କଟ ଅପେକ୍ଷା ଏହାର ପ୍ରଭାବ ବହୁତ ଗଭୀର ଅଟେ ।

ସଙ୍ଗଠନ କହିଛି କି , କୋରୋନା ଭାଇରସ ସଙ୍କଟରେ ରେସ୍ତେରା, ବାର, ଦୋକାନ, ହୋଟେଲ ଓ ଅନ୍ୟ ସେବାରେ ରୋଜାର ହ୍ରାସ ହୋଇଛି । କାମ ଅବସର ଯିବା ଦ୍ବାରା ଦୁନିଆରେ କର୍ମଚାରୀ ଓ ଶ୍ରମିକଙ୍କୁ 3700 ଅରବ ଡଲାରର ଆୟ ହାନି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.