ETV Bharat / business

ବକେୟା ଦରମା ତୁରନ୍ତ ଦିଆଯାଉ: ଏୟାର ଇଣ୍ଡିଆ ପାଇଲଟ ଆସୋସିଏସନ

author img

By

Published : Jul 10, 2020, 1:37 PM IST

ବକେୟା ଦରମା ପ୍ରସଙ୍ଗରେ ଏୟାର ଇଣ୍ଡିଆ ପାଇଲଟ୍ ଆସୋସିଏସନ ଏହାର ସମସ୍ତ ପାଇଲଟଙ୍କୁ ବୈଠକ ବିଷୟରେ ସୂଚନା ଦେଇଛି । ଅଧିକ ପଢନ୍ତୁ...

ତୁରନ୍ତ ବକେୟା ଦରମା ପେମେଣ୍ଟ କରାଯାଉ
ତୁରନ୍ତ ବକେୟା ଦରମା ପେମେଣ୍ଟ କରାଯାଉ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପାଇଲଟ ଆସୋସିଏସନ ସମସ୍ତ ପାଇଲଟଙ୍କୁ ଏକ ଚିଠି ଲେଖିଛି । ବକେୟା ଦରମା ପ୍ରସଙ୍ଗରେ ପରିଚାଳନା ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ହୋଇଥିବା ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି।

ଆସୋସିଏସନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧିକାରୀଙ୍କୁ ଜଣାଇଛି କି, ଦୀର୍ଘ ସମୟ ଧରି ରହିଥିବା ବକେୟା ଦରମାକୁ ଶୀଘ୍ର ପେମେଣ୍ଟ କରାଯାଉ । ଏଥିସହ ପାଇଲଟଙ୍କୁ ତତ୍କାଳ ପ୍ରଭାବ ସହ ଏୟାର ଇଣ୍ଡିଆ ଛାଡିବାକୁ ଅନୁମତି ଦିଅନ୍ତୁ ।

ଚିଠିରେ ଆହୁରି ଲେଖାଯାଇଛି, ଯଦି ଉପରୋକ୍ତ କାର୍ଯ୍ୟ ସମ୍ଭବ ନୁହେଁ, ତେବେ ଅତି କମରେ 25% ବକେୟା ଶୀଘ୍ର ପ୍ରଦାନ କରାଯିବା ଉଚିତ। ଆମେ ମ୍ୟାନେଜମେଣ୍ଟକୁ ମଧ୍ୟ କହିଛୁ ଯେ ଆମର ସମସ୍ୟା ଶୀଘ୍ର ଶୁଣାଯିବା ଉଚିତ ନଚେତ ଏହି ମହାମାରୀ ସମୟରେ ଆମେ ବାଧ୍ୟ ହେବୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.