ETV Bharat / business

‘ଆତ୍ମନିର୍ଭର ଭାରତ ପ୍ୟାକେଜ ଅର୍ଥନୀତିକୁ ଅନେକ ଲାଭ ଦେବ’ - Atmanirbhar package effect on economy

ଅର୍ଥ ମନ୍ତ୍ରଣାଳୟ ନିୟମିତ ଭାବରେ ପରିସ୍ଥିତିର ସମୀକ୍ଷା କରୁଛି ଏବଂ ଏପର୍ଯ୍ୟନ୍ତ ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରୁଛି। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପ୍ୟାକେଜ ଦେଶର ଅର୍ଥନୀତିକୁ ବୁଷ୍ଟର ଦେବ । ଅଧିକ ପଢନ୍ତୁ..

‘ଆତ୍ମନିର୍ଭର ଭାରତ ପ୍ୟାକେଜ ଅର୍ଥନୀତିକୁ  ଅନେକ ଲାଭ ଦେବ’

author img

By

Published : Jul 8, 2020, 5:39 PM IST

ନୂଆଦିଲ୍ଲୀ: ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ଅର୍ଥମନ୍ତ୍ରାଳୟ 20.97 ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ବିଭିନ୍ନ ଯୋଜନାକୁ ତୀବ୍ର ଗତିରେ ଲାଗୁ କରାଯାଉଛି । ଏହାଦ୍ବାରା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବହୁତ ଭଲ ପ୍ରଭାବ ପଡିବ । ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏ ନେଇ ଯୁକ୍ତି ବାଢିଛନ୍ତି ।

ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ସରକାର କୋଭିଡ-19 ସଙ୍କଟରୁ ସୃଷ୍ଟି ଚ୍ୟାଲଞ୍ଜର ମୁକାବିଲା ପାଇଁ ଉଦ୍ୟୋଗ ଓ ନାଗରିକଙ୍କ ପାଇଁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛି । ଦେଶକୁ ଆତ୍ମନିର୍ଭରଶୀଳ କରିବାର ଲକ୍ଷ୍ୟ ଏହାକୁ ଏପରି ଅପ୍ରତ୍ୟାଶିତ ସଙ୍କଟରୁ ମୁକ୍ତ କରିବ । ସେ ଫିକ୍କିର ଏକ ୱେବିନାରକୁ ସମ୍ବୋଧିତ କରି ଏଭଳି କହିଛନ୍ତି ।

ଠାକୁର କହିଛନ୍ତି କି, ‘ଅର୍ଥ ମନ୍ତ୍ରଣାଳୟ ନିୟମିତ ଭାବରେ ପରିସ୍ଥିତିର ସମୀକ୍ଷା କରୁଛି ଏବଂ ଏପର୍ଯ୍ୟନ୍ତ ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରୁଛି। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପ୍ୟାକେଜ ଦେଶର ଅର୍ଥନୀତିକୁ ଅନେକ ଉପାୟରେ ପ୍ରଭାବିତ କରିବ । ଯଦି ଏହି ପ୍ୟାକେଜ କୁ ଦେଖିବେ, ତେବେ ଆପଣ ପାଇବେ କି ଦୁଇ ଦଶନ୍ଧିରେ ହେବାକୁଥିବା ସୁଧାରକୁ ଦୁଇ ସପ୍ତାହ ମଧ୍ୟରେ ପୂରା ହୋଇଛି । ଭାରତରେ ବ୍ୟବସାୟର ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.