ETV Bharat / business

ସରକାରଙ୍କୁ ଦୂରସଞ୍ଚାର ଉଦ୍ୟୋଗର ଅପିଲ, କମ ସୁଧରେ ମିଳୁ ଋଣ

author img

By

Published : Jan 7, 2020, 4:06 PM IST

କମ ସୁଧରେ ଋଣ ଚାହୁଁଛି ଟେଲିକମ ସେକ୍ଟର । ଏଥିପାଇଁ ସରକାରଙ୍କୁ ଅପିଲ କରିଛି ଉଦ୍ୟୋଗ । ଯେପରି ସେମାନଙ୍କ ପୁଞ୍ଜିଗତ ଖର୍ଚ୍ଚ କମ ହୋଇପାରିବ ।

Telecom industry urges government to facilitate funding at lower interest rates
ସରକାରଙ୍କୁ ଦୂରସଞ୍ଚାର ଉଦ୍ୟୋଗର ଅପିଲ, କମ ସୁଧରେ ମିଳୁ ଋଣ

ନୂଆଦିଲ୍ଲୀ: ନଗଦ ସଙ୍କଟରେ ଜୁଝୁଥିବା ଦୂରସଞ୍ଚାର ଉଦ୍ୟୋଗର ସରକାରଙ୍କୁ ଅପିଲ । କମ ସୁଧରେ କମ୍ପାନୀଗୁଡିକୁ ଋଣ ଉପଲବ୍ଧ ପାଇଁ କରିଛନ୍ତି ଅନୁରୋଧ । ଯେପରି ସେମାନଙ୍କ ପୁଞ୍ଜିଗତ ଖର୍ଚ୍ଚ କମ ହୋଇପାରିବ ।

ଦୂରସଞ୍ଚାର ଉଦ୍ୟୋଗର ପ୍ରତିନିଧିମାନେ ବିଭାଗୀୟ ଅଧିକାରୀଙ୍କୁ ଭେଟି ଏ ନେଇ ପରାମର୍ଶ ଦେଇଛନ୍ତି । ତେବେ ଏ ସମ୍ବନ୍ଧରେ ଲିଖିତ ଭାବେ ପଠାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟୋଗକୁ କୁହାଯାଇଛି ।

ଏହି ଲିଖିତ ପରାମର୍ଶକୁ ବିଭାଗ ଅର୍ଥ ମନ୍ତ୍ରାଣଳୟକୁ ପଠାଇବ । ଯେପରି ବଜଟେକେ ଏହା ଉପରେ ବିଚାର କରାଯାଇପାରିବ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଲାଇସେନ୍ସ ଶୁଳ୍କ ଓ ସାର୍ବଭୌମତ୍ବ ସେବା ଦାୟିତ୍ବ କୋଷ (ୟୁଏସଓଏଫ) ଶୁଳ୍କରେ ରିହାତି ସମେତ ଅଧିକାଂଶ ଦାବି ପୂର୍ବ ଭଳି ରହିଛି ।

ଏହା ବ୍ୟତିତ ଉଦ୍ୟୋଗ ପକ୍ଷରୁ ଦୂରସଞ୍ଚାର କମ୍ପାନୀଙ୍କୁ କମ ଦରରେ ଆର୍ଥିକ ସୁବିଧା , ଲାଇସେନ୍ସ ଶୁଳ୍କ ଓ ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ(ଏସୟୁସି)ରୁ ଜିଏସଟି ହଟାଇବା ତଥା ଇନପୁଟ ଟିକସ କ୍ରେଡିଟର ଭରଣ ପାଇଁ ଦାବି ଜଣାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.