ETV Bharat / business

LICର ସ୍ବତନ୍ତ୍ର ଅଭିଯାନ, ପୁଣି ଆରମ୍ଭ ହେବ ବନ୍ଦ ପଲିସି - LIC

ବୀମା କମ୍ପାନୀ ଅଗଷ୍ଟ10 ରୁ ଅକ୍ଟୋବର 9 ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରିଭାଇବଲ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଅଧୀନରେ LIC ର ବନ୍ଦ ହୋଇଥିବା ବ୍ୟକ୍ତିଗତ ପଲିସି ପୁଣି ଥରେ ଆରମ୍ଭ ହୋଇପାରିବ । ଅଧିକ ପଢନ୍ତୁ..

LICର ସ୍ବତନ୍ତ୍ର ଅଭିଯାନ, ବନ୍ଦ ପଲିସି ପୁଣି ଆରମ୍ଭ ହେବ

author img

By

Published : Aug 10, 2020, 1:48 PM IST

ନୂଆଦିଲ୍ଲୀ: ବନ୍ଦ ହୋଇଥିବା ପଲିସିକୁ ପୁଣି ଥରେ ଆରମ୍ଭ କରିବ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏଲଆଇସି) । ବର୍ତ୍ତମାନର ସଙ୍କଟ ସମୟରେ ରିସ୍କ କଭରକୁ ଜାରି ରଖିବାକୁ ପ୍ରୋତ୍ସାହିତ କରିବା ପାଇଁ ପଲିସିଧାରୀଙ୍କୁ ଏଥିଲାଗି ସୁଯୋଗ ଦେବ ଏଲଆଇସି ।

ବୀମା କମ୍ପାନୀ ଅଗଷ୍ଟ10 ରୁ ଅକ୍ଟୋବର 9 ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରିଭାଇବଲ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଅଧୀନରେ LIC ର ବନ୍ଦ ହୋଇଥିବା ବ୍ୟକ୍ତିଗତ ପଲିସି ପୁଣି ଥରେ ଆରମ୍ଭ ହୋଇପାରିବ ।

ଏଲଆଇସି ଏକ ବିବୃତ୍ତିରେ କହିଛି କି, ସ୍ବତନ୍ତ୍ର ରିଭାଇବଲ ଅଭିଯାନ ଅଧିନରେ କିଛି ଖାସ ଯୋଜନାର ପଲିସି ପୁନଃ ଆରମ୍ଭ କରାଯାଇପାରେ । ତେବେ ଏଥିପାଇଁ ପ୍ରିମିୟମରେ ଡିଫଲ୍ଟ ତାରିଖ ପାଞ୍ଚ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଏଲଆଇସି କହିଛି ଯେ ରିଭାଇବଲ ପାଇଁ ପଲିସିଧାରୀମାନେ ବିଳମ୍ବ ଶୁଳ୍କରେ 20 ପ୍ରତିଶତ ରିହାତି ପାଇବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.