ETV Bharat / business

ନୂଆ 14 ଉଡାଣ ଆରମ୍ଭ କଲା ଇଣ୍ଡିଗୋ

author img

By

Published : Apr 1, 2021, 9:45 PM IST

ଆଞ୍ଚଳିକ ସଂଯୋଗୀକରଣ ଯୋଜନା (regional connectivity scheme) ଅଧିନରେ ମାର୍ଚ୍ଚ 28 ରୁ 14 ଉଡାଣ ଆରମ୍ଭ କରିଛି ଇଣ୍ଡିଗୋ । ଏନେଇ ଗୁରୁବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ନୂଆ 14 ଉଡାଣ ଆରମ୍ଭ କଲା ଇଣ୍ଡିଗୋ
ନୂଆ 14 ଉଡାଣ ଆରମ୍ଭ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: 14 ନୂଆ ବିମାନ ଉଡାଣ ଆରମ୍ଭ କରିଛି ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ । ଆଞ୍ଚଳିକ ସଂଯୋଗୀକରଣ ଯୋଜନା (regional connectivity scheme) ଅଧିନରେ ମାର୍ଚ୍ଚ 28 ରୁ 14 ଉଡାଣ ଆରମ୍ଭ କରିଛି କମ୍ପାନୀ । ଏନେଇ ଗୁରୁବାର ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଏହା ଭୁବନେଶ୍ବରରୁ ଆହ୍ଲାବାଦ, ଭୁବନେଶ୍ବରରୁ ବାରଣାସୀ , ଭୋପାଲରୁ ଆହ୍ଲାବାଦ , ଡିବ୍ରୁଗଢରୁ ଦୀମାପୁର, ସିଲଂରୁ ଅଗରତଲା ଓ ସିଲଂରୁ ସିଲଚର ସମେତ ବିଭିନ୍ନ ମାର୍ଗରେ ନୂଆ ଉଡାଣ ଆରମ୍ଭ କରିଛି ।

ଉଡାଣ ଯୋଜନା ଅଧିନରେ କେନ୍ଦ୍ର, ରାଜ୍ୟ ସରକାର ଓ ବିମାନ ବନ୍ଦରର ପରିଚାଳକ ଦ୍ବାରା ଚୟନ ହୋଇଥିବା ବିମାନ କମ୍ପାନୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଯେପରି କମ ପରିଚଳନା ହେଉଥିବା ବିମାନ ବନ୍ଦରରୁ ଶସ୍ତା ଉଡାଣରୁ ପ୍ରୋତ୍ସାହନ ଦିଆଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.