ETV Bharat / business

ସ୍ଥାୟୀ ଓ ବଡ ବ୍ୟାଙ୍କକୁ ଆକାଉଣ୍ଟ ସିଫ୍ଟ କରୁଛନ୍ତି ଭାରତୀୟ କମ୍ପାନୀ

author img

By

Published : Jun 17, 2020, 9:37 PM IST

ଆର୍ଥିକ କ୍ଷେତ୍ରର ସ୍ଥିରତାକୁ ନେଇ ଚିନ୍ତିତ ଅନେକ ଭାରତୀୟ କମ୍ପାନୀ ସେମାନଙ୍କ ଆକାଉଣ୍ଟକୁ ବଡ ଏବଂ ଅଧିକ ସ୍ଥିରତା ଥିବା ବ୍ୟାଙ୍କକୁ ସ୍ଥାନାନ୍ତରଣ କରୁଛନ୍ତି । ଅଧିକ ପଢନ୍ତୁ..

Indian companies shifting accounts to large, stable banks amid COVID crisis: Report
ସ୍ଥାୟୀ ଓ ବଡ ବ୍ୟାଙ୍କକୁ ଆକାଉଣ୍ଟ ସିଫ୍ଟ କରୁଛନ୍ତି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ କ୍ଷେତ୍ରର ସ୍ଥିରତାକୁ ନେଇ ଚିନ୍ତିତ ଅନେକ ଭାରତୀୟ କମ୍ପାନୀ ସେମାନଙ୍କ ଆକାଉଣ୍ଟକୁ ବଡ ଏବଂ ଅଧିକ ସ୍ଥିରତା ଥିବା ବ୍ୟାଙ୍କକୁ ସ୍ଥାନାନ୍ତରଣ କରୁଛନ୍ତି । ଏକ ରିପୋର୍ଟରେ ଦର୍ଶାଯାଇଛି ।

COVID-19 ବିସ୍ଫୋରଣ ସମଗ୍ର ବିଶ୍ୱରେ ଅଦୃଶ୍ୟ ସଙ୍କଟ ସୃଷ୍ଟି କରିଛି । ଯାହା ଅର୍ଥନୀତି ତଥା ଆର୍ଥିକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ ।

ବୈଶ୍ବିକ ମହାମାରୀ ପ୍ରକୋପ ପୂର୍ବରୁ ସଙ୍କଟଗ୍ରସ୍ଥ ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀ ପାଇଁ କୋଭିଡ -19 ବିପଦ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ବିପଦରେ ଜବାବରେ ଭାରତର କମ୍ପାନୀଗୁଡିକ ଦେଶର ସବୁଠୁ ବଡ ଓ ସୁରକ୍ଷିତ ଦର୍ଶାଉଥିବା ବ୍ୟାଙ୍କକୁ ଆକାଉଣ୍ଟ ସ୍ଥାନାନ୍ତରଣ କରୁଛନ୍ତି । ରେଟିଂ ଏଜେନ୍ସି କ୍ରିସିଲ ଦ୍ବାରା ଜାରି ନ୍ୟୁ ଗ୍ରୀନୱେଚ ଆସୋସିଏଟସ ରିପୋର୍ଟରେ ଏ ନେଇ କୁହାଯାଇଛି ।

Greenwich Associatesର ପ୍ରମୁଖ ଗୌରବ ଆରୋରା କହିଛନ୍ତି କି, ‘‘ କୋଭିଡ-19 ପୂର୍ବରୁ ମଧ୍ୟ ଭାରତୀୟ କମ୍ପାନୀ ଗୁଡିକ କିଛି ବ୍ୟାଙ୍କର ସ୍ଥିରତା ଓ ଫଣ୍ଡିଙ୍ଗ ଓ ଲିକ୍ୟୁଡିରେ ନିଜ ଉପଯୋଗ ନେଇ ଚିନ୍ତିତ ଥିଲେ । ଆଉ ଏବେ ସେମାନେ ଅପ୍ରତ୍ୟାଶିତ ଆର୍ଥିକ ସଟଡାଉନର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.