ETV Bharat / business

ଶ୍ରୀଲଙ୍କାରେ ଅପରେସନ ବନ୍ଦ କଲା ICICI ବ୍ୟାଙ୍କ - ଶ୍ରୀଲଙ୍କାରେ ଅପରେସନ ବନ୍ଦ କଲା ICICI ବ୍ୟାଙ୍କ

ଶ୍ରୀଲଙ୍କାରେ ସେବା ପ୍ରଦାନ କରିବ ନାହିଁ ଆଇସିଆଇସିଆଇ ବ୍ୟାଙ୍କ । ଶ୍ରୀଲଙ୍କାର ମୌଦ୍ରିକ ପ୍ରାଧିକରଣ(monetary authority) ଠାରୁ ମଞ୍ଜୁରୀ ନେଇ ବ୍ୟାଙ୍କ ପରିଚାଳନା ବନ୍ଦ କରିଦେଇଛି । ଅଧିକ ପଢନ୍ତୁ..

ଶ୍ରୀଲଙ୍କାରେ ଅପରେସନ  ବନ୍ଦ କଲା ICICI ବ୍ୟାଙ୍କ

author img

By

Published : Oct 25, 2020, 6:19 AM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଅପରେସନ ବନ୍ଦ କଲା ଆଇସିଆଇସିଆଇ ବ୍ୟାଙ୍କ । ଶ୍ରୀଲଙ୍କାର ମୌଦ୍ରିକ ପ୍ରାଧିକରଣ(monetary authority) ଠାରୁ ମଞ୍ଜୁରୀ ନେଇ ବ୍ୟାଙ୍କ ପରିଚାଳନା ବନ୍ଦ କରିଦେଇଛି ।

ବ୍ୟାଙ୍କ ସେୟାର ବଜାରରକୁ କହିଛି କି ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କର ମୌଦ୍ରିକ ବୋର୍ଡ ସେଠାରେ ପରିଚାଳନା ବନ୍ଦ କରିବା ତଥା ଥିବା ଲାଇସେନ୍ସ ଶେଷ କରିବା ନେଇ ଏହାର ଅନୁରୋଧକୁ ସ୍ବୀକାର କରିଛି ।

‘‘ ବ୍ୟାଙ୍କ ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶକ ମୌଦ୍ରିକ ବୋର୍ଡ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ନିୟମ ଏବଂ ସର୍ତ୍ତ ନେଇ ବ୍ୟାଙ୍କ ଦ୍ବାରା ଅନୁପାଳନରୁ ସନ୍ତୁଷ୍ଟ ଥିଲା । ଶ୍ରୀଲଙ୍କାରେ ବ୍ୟବସାୟ କରିବା ପାଇଁ ବ୍ୟାଙ୍କକୁ ଜାରି କରାଯାଇଥିବା ଲାଇସେନ୍ସ 2020 ଅକ୍ଟୋବର 23ରେ ଶେଷ କରିଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.