ETV Bharat / business

IAMAI ଚେୟାରମ୍ୟାନ ହେଲେ ଗୁଗୁଲ MD ସଞ୍ଜୟ ଗୁପ୍ତା

author img

By

Published : Jun 25, 2021, 3:53 PM IST

IAMAI ଚେୟାରମ୍ୟାନ ହେଲେ ଗୁଗୁଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା । ଅଧିକ ପଢନ୍ତୁ..

IAMAI ଚେୟାରମ୍ୟାନ ହେଲେ ଗୁଗୁଲ MD ସଞ୍ଜୟ ଗୁପ୍ତା
IAMAI ଚେୟାରମ୍ୟାନ ହେଲେ ଗୁଗୁଲ MD ସଞ୍ଜୟ ଗୁପ୍ତା

ନୂଆଦିଲ୍ଲୀ: ଉଦ୍ୟୋଗ ସଙ୍ଗଠନ ଇଣ୍ଟରନେଟ ଆଣ୍ଡ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ ( IAMAI)ର ଚେୟାରମ୍ୟାନ ହେଲେ ଗୁଗୁଲ ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା । 2021-23 ପାଇଁ ଚେୟାରମ୍ୟାନ ହୋଇଥିବା ଗୁପ୍ତା ଆମାଜନର ବରିଷ୍ଠ ଉପାଧ୍ୟକ୍ଷ ଓ ଆମାଜନ ଇଣ୍ଡିଆର ପରିଚାଳକ ଅମିୟ ଅଗ୍ରୱାଲଙ୍କ ସ୍ଥାନ ନେବେ ।

IAMAI ଗୁରୁବାର କହିଛି କି , ଫେସବୁକ ଇଣ୍ଡିଆର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନଙ୍କୁ ସଂଘର ଉପାଧ୍ୟକ ଚୟନ କରାଯାଇଛି । ସେ ଯାତ୍ରା ଡଟ କମର ସହ ପରିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ( ସିଇଓ) ଧ୍ରୁବ ଶୃଙ୍ଗୀଙ୍କ ସ୍ଥାନରେ ଦାୟିତ୍ବ ସମ୍ଭାଳିବେ ।

Razorpayର ସିଇଓ ଏବଂ ସହ ପ୍ରତିଷ୍ଠାତା ହର୍ଷିଲ ମାଥୁରଙ୍କୁ ସଙ୍ଗଠନର କୋଷାଧ୍ୟକ୍ଷ ଚୟନ କରାଯାଇଛି । ସେ ଟାଇମ୍ସ ଇଣ୍ଟରନେଟ ଲିମିଟେଡର ଉପାଧ୍ୟକ୍ଷ ସତ୍ୟନ ଗଜୱାନିଙ୍କ ସ୍ଥାନ ନେବେ । IAMAI ର ଚେୟାରମ୍ୟାନ ଚୟନ ପରେ ଗୁପ୍ତା କହିଛନ୍ତି କି ‘‘ 1 ଅରବରୁ ଅଧିକ ଭାରତୀୟଙ୍କୁ ଯୋଡିବା ସହ ଇଣ୍ଟରନେଟ ବ୍ୟବସ୍ଥାକୁ ସଶକ୍ତ , ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ସମେତ ଦେଶରେ ଆର୍ଥିକ ସମାବେଶ ବଢାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.