ETV Bharat / business

ଟେଲସା କିଣିବା ପ୍ରସଙ୍ଗ, ମସ୍କଙ୍କ ଟ୍ବିଟକୁ ଖଣ୍ଡନ କଲେ କୁକ - Elon Musk

ଟେଲସା ବିକ୍ରି ନେଇ ଟିମ କୁକଙ୍କୁ ସହ କଥା ହୋଇଥିଲି, ହେଲେ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନଥିବା କହିଛନ୍ତି ଏଲ ମସ୍କ । ଏପଟେ ମସ୍କଙ୍କ ଏହି ଟ୍ବିଟକୁ ଖଣ୍ଡନ କରିଛନ୍ତି ଟିମ କୁକ । ଅଧିକ ପଢନ୍ତୁ...

ଟେଲସା କିଣିବା ପ୍ରସଙ୍ଗ, ମସ୍କଙ୍କ ଟ୍ବିଟକୁ ଖଣ୍ଡନ କଲେ କୁକ

author img

By

Published : Apr 6, 2021, 5:26 PM IST

Updated : Apr 6, 2021, 7:16 PM IST

ନୂଆଦିଲ୍ଲୀ: ଟେଲସା କିଣିବା ପ୍ରସଙ୍ଗର ବଡ ଖୁଲାସା କଲେ ଆପଲ ସିଇଓ ଟିମ କୁକ । କିଛି ବର୍ଷ ତଳେ ଟିମ କୁକ ବିଫଳ ରହିଥିବା ଇଲେକ୍ଟ୍ରିକ କାର ବିଜନେସ କ୍ରୟ ନେଇ ଟେସଲାର ସିଇଓ ଏଲନ ମସ୍କଙ୍କୁ କେବେ କହିନଥିଲେ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି ଟିମ କୁକ ।

ଗତ ବର୍ଷ ଡିସେମ୍ବର 23 ରେ ମସ୍କ ଟ୍ବିଟ କରିଥିଲେ ଯେ, 2017ର ସଂଘର୍ଷ ଦିନରେ ସେ ନିଜର ଇଲେକ୍ଟ୍ରିକ କାର କମ୍ପାନୀର ମୋଟ ଭେଲ୍ୟୁର ଦଶମାଂଶ କୁକ ଙ୍କୁ ବିକ୍ରି ପାଇଁ ଅଫର ଦେଇଥିଲେ । ହେଲେ ଆପଲ ସିଇଓ ଏଭଳି କରିବାକୁ ମନା କରିଦେଇଥିଲେ ।

ସୋମବାର ଦ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରର କୁକ କହିଲେ କି ଏଭଳି କୌଣସି କଥାବାର୍ତ୍ତା କେବେ ହୋଇନାହିଁ । କୁକୁ କହିଛନ୍ତି କି, ‘‘ ଆପଣଙ୍କୁ ଜଣାଅଛି , ମୁଁ କେବେ ଏଲନଙ୍କ ସହ କଥା ହୋଇନାହିଁ । ତେବେ ତାଙ୍କ କମ୍ପାନୀ ଓ ତାଙ୍କର ମୁଁ ପ୍ରଂଶସା କରୁଛି , ଇଜ୍ଜତ କରୁଛି ।’’

ମସ୍କ କହିଛନ୍ତି କି, ଟେସଲା ମଡେଲ 3 ର ଅସଫଳତା ଦିନରେ ତାହାକୁ କମ୍ପାନୀ ବିକ୍ରି କରିବାକୁ ଚାହୁଁଥିଲା । ମସ୍ତ ଏକ ଟ୍ବିଟରେ କହିଛନ୍ତି କି, ‘ମଡେଲ 3 ପ୍ରୋଗ୍ରାମପର ଅସଫଳତା ଦିନରେ ମୁଁ ଆପଲ ଦ୍ବାରା ଟେସଲା ( ବର୍ତ୍ତମାନ ବଜାର ଅଂଶଧନର ଦଶମାଂଶ) କ୍ରୟ କରିବା ସମ୍ବାବନାକୁ ନେଇ ଟିମ କୁକ ସହ ସମ୍ପର୍କ କରିଥିଲି । ହେଲେ ସେ ଏହି ପ୍ରସଙ୍ଗରେ ମନା କରିଦେଇଥିଲେ ।

ମସ୍କ ଏହି ପୁରୁଣା ଟ୍ବିଟ ଏଭଳି ସମୟରେ ସାମ୍ନାକୁ ଆସିଛି, ଯେବେ ଚାରିଆଆଡେ ଏହାର ଚର୍ଚ୍ଚା ହେଉଛି କି ଆପଲ 2024ରେ ଏହାର ପ୍ରଥମ ଇଲେକ୍ଟ୍ରିକ କାରକୁ ବିକ୍ରି ପାଇଁ ପ୍ଲାନ କରୁଛି ।

Last Updated : Apr 6, 2021, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.