ETV Bharat / business

ଅଣ-ରଣନୀତିକ PSUର ଘରୋଇକରଣ କରିବେ ସରକାର

author img

By

Published : May 17, 2020, 3:39 PM IST

ସରକାରଙ୍କ ପ୍ରୟାସ ରହିବ କି ପ୍ରତ୍ୟେକ ରଣନୈତିକ ସେକ୍ଟରରେ ସର୍ବନିମ୍ନ ଗୋଟିଏ ସରକାରୀ କମ୍ପାନୀ ସାମିଲ ହେବ । ରଣନୀତିକ ସେକ୍ଟରରେ ମଧ୍ୟ ବେସରକାରୀ କମ୍ପାନୀଗୁଡିକୁ ମଧ୍ୟ ପ୍ରବେଶ ନେଇ ସରକାର ଅନୁମତି ଦେବେ । ଅଧିକ ପଢନ୍ତୁ..

Govt to privatise non-strategic PSUs: FM
ଅଣ-ରଣନୀତିକ PSUର ଘରୋଇକରଣ କରିବେ ସରକାର

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଆର୍ଥିକ ପ୍ୟାକେଜର ପଞ୍ଚମ ଡୋଜରେ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ ପାଇଁ ସ୍ବତନ୍ତ୍ର ନୀତି ଆଣିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଲିଷ୍ଟ ପ୍ରସ୍ତୁତ ହେବ । ଏଥିସହ ଅଣ ରଣନୀତିକ PSUର ଘରୋଇକରଣ କରିବେ ସରକାର ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସରକାର ପବ୍ଲିକ ସେକ୍ଟର ନୀତି ଘୋଷଣା କରିବେ । ଏଥିରେ ନିର୍ଦ୍ଧାରଣ ହେବ କି କେଉଁ ସବୁ ରଣନୈନିକ ସେକ୍ଟର କେଉଁ ପବ୍ଲିକ ସେକ୍ଟର ରହିବ ।

ଆଗାମୀ ଦିନରେ ପବ୍ଲିକ ସେକ୍ଟର କମ୍ପାନୀ ଗୁଡିକର ଘରୋଇକରଣ ମଧ୍ୟ କରାଯିବ । ତେବେ କମ୍ପାନୀଗୁଡିକର ଘରୋଇକରଣ ବଜାର ଓ ରାଷ୍ଟ୍ରୀୟ ସୁରକ୍ଷାକୁ ଧ୍ୟାନରେ ରଖି କରାଯିବ ବୋଲି ଠାକୁର ଜଣାଇଛନ୍ତି ।

ସରକାରଙ୍କ ପ୍ରୟାସ ରହିବ କି ପ୍ରତ୍ୟେକ ରଣନୈତିକ ସେକ୍ଟରରେ ସର୍ବନିମ୍ନ ଗୋଟିଏ ସରକାରୀ କମ୍ପାନୀ ସାମିଲ ହେବ । ରଣନୀତିକ ସେକ୍ଟରରେ ମଧ୍ୟ ବେସରକାରୀ କମ୍ପାନୀଗୁଡିକୁ ମଧ୍ୟ ପ୍ରବେଶ ନେଇ ସରକାର ଅନୁମତି ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.