ETV Bharat / business

ପୁଣି ବିଶ୍ବର ଶ୍ରେଷ୍ଠ 10 ଧନୀଙ୍କ ଭିତରେ ମୁକେଶ ଅମ୍ବାନୀ - Mukesh Ambani is the richest Asian

ପୁଣି ବିଶ୍ବର ଶ୍ରେଷ୍ଠ 10 ଧନୀଙ୍କ ଭିତରେ ନିଜ ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଅଧିକ ପଢନ୍ତୁ..

With net worth $67 billion, Mukesh Ambani is the richest Asian
ପୁଣି ବିଶ୍ବର ଶ୍ରେଷ୍ଠ 10 ଧନୀଙ୍କ ଭିତରେ ମୁକେଶ ଅମ୍ବାନୀ
author img

By

Published : Feb 29, 2020, 6:21 PM IST

ହାଇଦ୍ରାବାଦ: ପୁଣି ବିଶ୍ବର ଶ୍ରେଷ୍ଠ 10 ଧନୀଙ୍କ ଭିତରେ ନିଜ ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । 67 ଅରବ ଡଲାର ସମ୍ପତ୍ତି ସହ ହୁରୁନ ଗ୍ଲୋବାଲ ଧନୀ ତାଲିକା2020ର 9ମ ସ୍ଥାନରେ ରହିଛନ୍ତି ମୁକେଶ ।

ଗତ ବର୍ଷ ତୁଳନାରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି 13 ବିଲିୟନ ଡଲାର ବା 24 ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ ଦ୍ବିତୀୟ ଥର ପାଇଁ ସେ ବିଶ୍ବର ଶ୍ରେଷ୍ଠ 10 ଧନୀକଙ୍କ ମଧ୍ୟ ନିଜ ସ୍ଥାନ ବଜାୟ ରଖିଲେ ମୁକେଶ । ହୁରୁନ ଗ୍ଲୋବାଲ ଧନୀ ତାଲିକା 2019ରେ ମୁକେଶ 10ମ ସ୍ଥାନରେ ରହିଥିଲେ ।

ଭାରତର ସବୁଠାରୁ ବଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ପ୍ରଥମ କମ୍ପାନୀ ଯାହାର ବଜାର ପୁଞ୍ଜିକରଣ 10 ଲକ୍ଷ କୋଟି ଟଙ୍କା ।

ଅମ୍ବାନୀ ସମୂହର ବ୍ୟବସାୟରେ ନିୟୋଜିତ ରଣନୈତିକ ନିବେଶକୁ ସୁବିଧାଜନକ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଲାଏନ୍ସ ଜିଏ, ରିଲାଏନ୍ସ ରିଟେଲ, ରିଫାଇନିଙ୍ଗ ଓ ପେଟ୍ରୋକେମିକଲ୍ସରେ ପୁର୍ନଗଠନ (ନବୀକରଣ) କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.