ETV Bharat / business

ସମ୍ପତ୍ତି ବଞ୍ଚାଇବାକୁ ଆଇନର ଆଶ୍ରୟ ନେଲା ମାଲ୍ୟା - attempt

ବ୍ରିଟେନରେ ଜମା କରିଥିବା ଟଙ୍କା ହାତରୁ ଖସିଯିବା ଭୟରେ ସରକାରଙ୍କ ଆଦେଶ ବିରୋଧରେ ସ୍ବର ଉଠାଇଛି ମଦ ସମ୍ରାଟ୍ ବିଜୟ ମାଲ୍ୟା।

ଫାଇଲ ଫଟୋ
author img

By

Published : Apr 4, 2019, 7:20 PM IST

ନୂଆଦିଲ୍ଲୀ: ସମ୍ପତ୍ତି ବଞ୍ଚାଇବାକୁ ଆଇନକୁ ଢାଲ କଲା ପଳାତକ ବିଜୟ ମାଲ୍ୟା। ଦେଶରୁ 9 ହଜାର କୋଟି ଟଙ୍କା ନେଇ ଫେରାର ହୋଇଥିବା ମାଲ୍ୟା ଏବେଆଇନର ଆଶ୍ରୟ ଲୋଡିଛି। ବ୍ରିଟେନରେ ଜମା କରିଥିବା ଟଙ୍କାହାତରୁ ଖସିଯିବା ଭୟରେ ସରକାରଙ୍କ ଆଦେଶ ବିରୋଧରେ ସ୍ବର ଉଠାଇଛି ମଦ ସମ୍ରାଟ ମାଲ୍ୟା।

ଭାରତରୁ ଟଙ୍କା ହଡପ କରି ଫେରାର ହୋଇଯାଇଥିବା ବିଜୟ ମାଲ୍ୟା ଏବେସମ୍ପତ୍ତି ବଞ୍ଚାଇବାକୁ ଆଇନ ଲଢେଇ ଆରମ୍ଭ କରିଛି। ବକେୟା ଟଙ୍କା ଫେରସ୍ତ ପାଇବାକୁ ଏସବିଆଇ ନେତୃତ୍ବରେ ଭାରତୀୟ ବ୍ୟାଙ୍କ ସମୂହ ମାଲ୍ୟାଙ୍କ ବ୍ରିଟେନ ସ୍ଥିତ ଆକାଉଣ୍ଟକୁ ଖାଲି କରିବାକୁ ଏକଜୁଟ ହୋଇଛନ୍ତି । ହେଲେ ଏହାକୁ ଦେବାକୁ ନାରାଜ ମାଲ୍ୟା।

ପ୍ରକାଶ ଥାଉ ଯେ, ମାଲ୍ୟାଙ୍କ ବ୍ରିଟେନର ଆଇସିଆଇସି ବ୍ୟାଙ୍କରେ ଥିବା ସଞ୍ଚୟ ଜମା ଖାତାରେ 2,34,41,807 ଟଙ୍କା ରହିଛି । ଆଉ ଏହି ଟଙ୍କାକୁ ବେକୟା ଋଣ ସୁଝିବାରେ ବ୍ୟବହୃତ କରିବାକୁ ଭାରତୀୟ ଋଣ ଆଦାୟ ନ୍ୟାୟଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଣୁ ବ୍ୟାଙ୍କ ଗୁଡିକ ଟଙ୍କା ପାଇବାକୁ ଯୋଜନା ଆରମ୍ଭ କରିଛନ୍ତି । ଏ ନେଇ ବ୍ରିଟେନ କୋର୍ଟରେ ଶୁଣାଣୀ ହୋଉଥିବା ବେଳେ ମାଲ୍ୟାଙ୍କ ଓକିଲଭାରତ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଖାରଜ କରିବାକୁ ଆବେଦନ କରିଛନ୍ତି।

ତେବେ କୋର୍ଟଙ୍କ ଶେଷ ନିର୍ଦ୍ଦେଶ ଆସିବା ପରେ ଭାରତୀୟ ବ୍ୟାଙ୍କ ଗୁଡିକୁ ଜମା ଥିବା ଟଙ୍କାକୁ ଫେରସ୍ତ ପାଇପାରିବେ ବୋଲି ଜଣାପଡିଛି।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.