ETV Bharat / business

ବଜେଟ 2020: ପର୍ଯ୍ୟଟନ ଓ ସଂସ୍କୃତି ପାଇଁ 5ହଜାର 6ଶହ କୋଟି

author img

By

Published : Feb 1, 2020, 1:09 PM IST

Updated : Feb 1, 2020, 5:33 PM IST

ଚଳିତ ବଜେଟରେ ପର୍ଯ୍ୟଟନ ପାଇଁ 2ହଜାର 5ଶହ କୋଟି ବ୍ୟୟବରାଦ କରାଯାଇଛି । ସେହିପରି ସଂସ୍କୃତି କ୍ଷେତ୍ର ପାଇଁ 3 ହଜାର 1ଶହ50 କୋଟି ଟଙ୍କା ମଞ୍ଜୁର କରାଯାଇଛି ।

₹2,500 crore allocated to promote tourism
ବଜେଟ 2020: ପର୍ଯ୍ୟଟନ ଓ ସଂସ୍କୃତି ପାଇଁ 5ହଜାର 6ଶହ କୋଟି

ନୂଆଦିଲ୍ଲୀ: ଆଜି 2020-21 ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ପର୍ଯ୍ୟଟନ ପାଇଁ 2ହଜାର 5ଶହ କୋଟି ବ୍ୟୟବରାଦ କରାଯାଇଛି । ସେହିପରି ସଂସ୍କୃତି କ୍ଷେତ୍ର ପାଇଁ 3 ହଜାର 1ଶହ50 କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଭାରତୀୟ ଐତିହ୍ୟ ଓ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା କରାଯିବ। ଏହାକୁ ଏକ ଡିମ୍‌ଡ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ । ସେହିପରି 5ଟି ପ୍ରତ୍ନତାତ୍ତ୍ବିକ କ୍ଷେତ୍ରକୁ ବିଶ୍ବସ୍ତରୀୟ କରାଯିବ। ସେହିପରି ରାଞ୍ଚିରେ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।

ଭାରତୀୟ ପର୍ଯ୍ୟଟନ କ୍ଷେତ୍ର 7.8 ହାରରେ ଅଭିବୃଦ୍ଧି ହାସଲ କରିଛି । ପୂର୍ବରୁ ଏହା 1.78 ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 1.88ଲକ୍ଷ କୋଟିକୁ ବୃଦ୍ଧି ପାଇଛି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।

ପର୍ଯ୍ୟଟନ ପାଇଁ ପ୍ରମୁଖ ଘୋଷଣା

  • ଭାରତୀୟ ଐତିହ୍ୟ ଓ ସଂରକ୍ଷଣ ସଂସ୍ଥାନ
  • 5ଟି ପ୍ରତ୍ନତାତ୍ତ୍ବିକ ସ୍ଥଳ ହେବ ବିଶ୍ବସ୍ତରୀୟ
  • ରାଞ୍ଚିରେ ଆଦିବାସୀ ସଂଗ୍ରହାଳୟ
  • ଲୋଥାଲରେ ମେରିଟାଇମ ମ୍ୟୁଜିୟମ
  • ମୁଦ୍ରା ସଂଗ୍ରହାଳୟ ପ୍ରସ୍ତାବ

Intro:Body:

BLANK FOR LINK 

Conclusion:
Last Updated : Feb 1, 2020, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.