ETV Bharat / business

ଟିକଟକ୍‌କୁ ଟକ୍କର ଦେଉଛି ଓଡିଆ ପୁଅଙ୍କ ‘ଚିଙ୍ଗାରୀ’ ଆପ୍, 3 ଦିନରେ 5 ଲକ୍ଷ ଡାଉନଲୋଡ - tiktok competitor chingari

ଲୋକପ୍ରିୟ ଆପ ଟିକଟିକକୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଭାରତୀୟ ଆପ ଚିଙ୍ଗାରୀ । ଓଡିଆ ଇଞ୍ଜିନିୟରଙ୍କ ଦ୍ବାରା ତିଆରି ଏହି ଆପ 72 ଘଣ୍ଟାରେ 5 ଲକ୍ଷ ଡାଉନଲୋଡ ହେଲାଣି । ଅଧିକ ପଢନ୍ତୁ..

tiktok competitor chingari witnesses 5 lakh downloads developers
ଟିକଟକ୍‌କୁ ଟକ୍କର ଦେଉଛି ଏହି କମ୍ପାନୀ
author img

By

Published : Jun 22, 2020, 8:41 PM IST

ବେଙ୍ଗାଲୁରୁ: ଚୀନ ଆପ ଟିକଟକର ପ୍ରତିଯୋଗୀ ଭାରତୀୟ ଆପ ଚିଙ୍ଗାରୀ ସୋମବାର ଦାବି କରିଛି ଏହାର ଆପ 72 ଘଣ୍ଟାରେ ପ୍ରାୟ 5 ଲକ୍ଷ ଡାଉନଲୋଡ ହୋଇଛି ।

ଲଦାଖ ଗଲୱାନରେ ହିସାଂତ୍ମକ ସଂଘର୍ଷ ପରେ ଭାରତରେ ଚୀନ ବିରେୀଧୀ ନିଆଁ ତେଜୁଛି । ସମଗ୍ର ଦେଶରେ ଚୀନ ଆପ ଓ ତାର ଉତ୍ପାଦ ବର୍ଜନ ନେଇ ସୋସିଆଲ୍‌ ମିଡିଆରେ ପ୍ରଚାର ହେଉଛି । ଆଉ ଠିକ ଏହି ସମୟରେ ଦେଶବାସୀଙ୍କ ପାଇଁ ଏହି ଆପ ଏକ ଅସ୍ତ୍ର ପାଲଟିଛି ।

ଚିଙ୍ଗାରୀ ଆପର ଡେଭଲପର୍ସ ଏକ ବିବୃତ୍ତିରେ କହିଛନ୍ତି କି , ଚୀନ ଉତ୍ପାଦ ବହିସ୍କାର ଅଭିଯାନ ମଧ୍ୟରେ ଦେଶରେ ୟୁଜର୍ସ ସ୍ବଦେଶୀ ତିଆରି ଆପକୁ ଆପଣାଉଛନ୍ତି । ଏଭଳି ଧୀରେ ଧୀରେ ଏହା ଲୋକପ୍ରିୟ ହାସଲ କରିବ ।

ଡେଭଲପର୍ସ ଓଡିଆ ପୁଅ ସିର୍ଦ୍ଧାର୍ଥ ଗୌତମ ଓ ବିଶ୍ବାତ୍ମା ନାୟକ ଏକ ବିବୃତ୍ତିରେ କହିଛନ୍ତି କି ‘‘ ଗତ 72 ଘଣ୍ଚାରେ ଆମର ଆପକୁ ପ୍ରାୟ 5 ଲକ୍ଷ ଲୋକ ଡାଉନଲୋଡନ କରିସାରିଲେଣି । ଚିଙ୍ଗାରୀ ର ପରିବାର ବଢିଚାଲିଛି ।

ଗୁଗୁଲ ପ୍ଲେ ଷ୍ଟୋରରେ ଚିଙ୍ଗୀରୀ ଆପ ସବୁଠୁ ଉପରେ ରହିଥିବା ସେମାନେ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.