ETV Bharat / business

ଟଳମଳ ବଜାର, ଲଗାତାର ଖସୁଛି ସେନସେକ୍ସ - investor

ପୁଣି ବଜାରରେ ମାନ୍ଦାବସ୍ଥା । ସୋମବାର ମଧ୍ୟାହ୍ନରେ 300 ପଏଣ୍ଟ ଖସିଲା ସେନସେକ୍ସ । ଏ ନେଇ ଆଶଙ୍କାରେ ନିବେଶକ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 29, 2019, 3:58 PM IST

Updated : Jul 29, 2019, 4:09 PM IST

ମୁମ୍ବାଇ: ଲଗାତାର ଖସୁଛି ସେୟାର ସୂଚକାଙ୍କ । ଗତ 2 ସପ୍ତାହ ଧରି ଭାରୀ ମାନ୍ଦାରେ କାରବାର । ସୋମବାର ଆରମ୍ଭରୁ ସେୟାର ତଳମୁହାଁ ହେବାକୁ ଲାଗିଛି । ଯାହା ଫଳରେ ସେନସେକ୍ସ 37 ହଜାର 600 ତଳେ ରହିଥିଲା ବେଳେ ନିଫ୍ଟି 11, 200ରେ କାରବାର କରୁଛି ।

ସୋମବାର ସକାଳୁ ଯଦିଓ ସେୟାର ତଳମୁହାଁ ହୋଇ କାରବାର କରୁଥିଲା, ହେଲେ ମଧ୍ୟାହ୍ନ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 300 ପଏଣ୍ଟ କମି ପାଖାପାଖି 37,570.83 ହଜାରରେ କାରବାର କରୁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 118.80 ପଏଣ୍ଟ ଖସି 11,165.30 ରେ ରହିଛି ।

ସକାଳୁ ସେନସେକ୍ସ 160 ପଏଣ୍ଟ ବୃଦ୍ଧି ସହ 38,043.22ରେ ବଜାର ଆରମ୍ଭ କରିଥିଲା ବେଳେ ନିଫ୍ଟି ମଧ୍ୟ ଭାରୀ ଅଭିବୃଦ୍ଧି ସହ କାରବାର କରୁଥିଲା । କିନ୍ତୁ ଅଟୋ ସେକ୍ଟରର କମ୍ପାନୀର ଦୁର୍ବଳ ପ୍ରଭାବ ଫଳରେ ନିଫ୍ଟି ହ୍ରାସ ପାଇଥିଲା ।

ନିର୍ମଳାଙ୍କ ବହିଖାତା ବଜେଟରେ ଖୁସ ନାହାନ୍ତି ନିବେଶକ । ଏଥିଯୋଗୁଁ ବଜେଟ ପରଠାରୁ ପ୍ରାୟ 2500 ପଏଣ୍ଟ କମିଲାଣି ସେନସେକ୍ସ ।

Intro:Body:

szgfhjhj

Conclusion:
Last Updated : Jul 29, 2019, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.