ETV Bharat / business

ରିଚାର୍ଜ କେନ୍ଦ୍ର ଖୋଲିବାକୁ ରାଜ୍ୟ ସହ ଆଲୋଚନା କରିଛି ଦୂରସଞ୍ଚାର ଉଦ୍ୟୋଗ

author img

By

Published : Apr 23, 2020, 11:38 PM IST

ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (COAI)ବିଭିନ୍ନ ରାଜ୍ୟକୁ ଏକ ଚିଠି ଲେଖି ସେମାନଙ୍କୁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କହିଛି । ଅଧିକ ପଢନ୍ତୁ...

telecom industry in talks with states local authorities for opening up recharge outlets
ରିଚାର୍ଜ କେନ୍ଦ୍ର ଖୋଲିବାକୁ ରାଜ୍ୟ ସହ ଆଲୋଚନା କରିଛି ଦୂରସଞ୍ଚାର ଉଦ୍ୟୋଗ

ନୂଆଦିଲ୍ଲୀ: ଦୂରସଞ୍ଚାର ଉଦ୍ୟୋଗ ବିଭିନ୍ନ ରାଜ୍ୟର ଜିଲ୍ଲା ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ପ୍ରିପେଡ୍ ରିଚାର୍ଜ କେନ୍ଦ୍ର ଖୋଲିବାକୁ ଆଲୋଚନା କରୁଛି । ଗୃହ ମନ୍ତ୍ରଣାଳୟର ସମ୍ପ୍ରତି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଟେଲିକମ ଶିଳ୍ପ ଆଶା କରୁଛି ଯେ ଏହି କେନ୍ଦ୍ରଗୁଡିକ ଆସନ୍ତା ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଖୋଲିବ ।

ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (COAI)ବିଭିନ୍ନ ରାଜ୍ୟକୁ ଏକ ଚିଠି ଲେଖି ସେମାନଙ୍କୁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କହିଛି । ଯାହା ଦ୍ବାରା ମୋବାଇଲ କରୁଥିବା ରିଟେଲର ସେମାନଙ୍କ ଦୋକାନ ଖୋଲିପାରିବେ।

ଏହି କେନ୍ଦ୍ରଗୁଡିକ ପରିଚାଳନା କରୁଥିବା କର୍ମଚାରୀଙ୍କ ଯାତାୟତ ପାଇଁ ପାସ ଜାରି କରିବାକୁ COAI ଅନୁରୋଧ କରିଛି । ସେହିପରି ଏହି ରିଚାର୍ଜ କେନ୍ଦ୍ରଗୁଡ଼ିକର ଆବଶ୍ୟକତା ପୂରଣ କରିବା ପାଇଁ ଟେଲିକମ ସେବା ପ୍ରଦାନକାରୀଙ୍କ ବଛାବଛା କର୍ମଚାରୀ ଏବଂ ବିତରକଙ୍କ ପାଇଁ ପାସ ଦେବାକୁ COAI ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.