ETV Bharat / business

3 ମାସରେ 8,118 କୋଟି ପ୍ରଫିଟ କମାଇଛି ଟିସିଏସ

author img

By

Published : Jan 17, 2020, 5:47 PM IST

ଶୁକ୍ରବାର ପ୍ରକାଶ ପାଇଛି ଦେଶର ସର୍ବବୃହତ୍ତ ଆଇଟି କମ୍ପାନୀ ଟାଟା ସନ୍ସଲେଟ୍ସି ସର୍ବିସେସ(ଟିସିଏସ) ତ୍ରୈୟମାସିକ ପ୍ରଫିଟ ରିପୋର୍ଟ ।

tcs reports q3 net profit at rs 8118 cr
3 ମାସରେ 8,118 କୋଟି ପ୍ରଫିଟ କମାଇଛି ଟିସିଏସ

ମୁମ୍ବାଇ: ଶୁକ୍ରବାର ପ୍ରକାଶ ପାଇଛି ଦେଶର ସର୍ବବୃହତ୍ତ ଆଇଟି କମ୍ପାନୀ ଟାଟା ସନ୍ସଲେଟ୍ସି ସର୍ବିସେସ(ଟିସିଏସ) ତ୍ରୈୟମାସିକ ପ୍ରଫିଟ ରିପୋର୍ଟ । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କମ୍ପାନୀ 8,118 କୋଟି ଟଙ୍କା ଲାଭ କମାଇଛି ।

ରିପୋର୍ଟ ମୁତାବକ, ଗତ ବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈୟମାସ ତୁଳନାରେ ଏଥର 0.9 ପ୍ରତିଶତ ଅଧିକ ପ୍ରଫିଟ ହୋଇଛି । ସେପଟେ କମ୍ପାନୀର ରାଜସ୍ବ ଗତ ବର୍ଷ ତୁଳନାରେ 6.7 ପ୍ରତିଶତ ବୃଦ୍ଧି ପାଇ 39,854 କୋଟି ଟଙ୍କାରେ ପହଞ୍ଚିଛି ।

ଏହି ବର୍ଷ(2019) ଜୁଲାଇ-ସେପ୍ଟେମ୍ବରରେ କମ୍ପାନୀକୁ 8,042 କୋଟି ଟଙ୍କା ପ୍ରଫିଟ ହୋଇଛି । କମ୍ପାନୀ ସେୟାରଧାରକଙ୍କୁ 5 ଟଙ୍କାରେ ଅନ୍ତରୀଣ ଲାଭାଂଶ ଦେବାକୁ ଘୋଷଣା କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.