ETV Bharat / business

14 ଲକ୍ଷ ଆୟରେ ବି ଦେବାକୁ ପଡିବନି ଟ୍ୟାକ୍ସ, ଜାଣନ୍ତୁ କିପରି ? - save

14 ଲକ୍ଷ ଆୟ ପରେ ବି ଦେବାକୁ ପଡିବନି ଟିକସ । ବଜେଟର ନୂଆ ନିୟମ ଅନୁଯାୟୀ କିପରି 14 ଲକ୍ଷ ପରେ ବି ବଞ୍ଚିବ ଆପଣଙ୍କ ଟିକସ ଟଙ୍କା । ଜାଣନ୍ତୁ ପୁରା ହିସାବ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 6, 2019, 5:32 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି । ଆଶା କରାଯାଉଥିଲା ଟିକସ ସ୍ଲାବରେ ଏଥର କିଛିଟା ପରିବର୍ତ୍ତନ ହେବ । ହେଲେ ସେପରି କିଛି ଆଖି ଦୃଷ୍ଟିଆ ଘୋଷଣା ହେଲାନି । କ୍ଷୁଦ୍ର ଓ ମଧ୍ୟମ ବର୍ଗ ଟିକସଦାତାଙ୍କୁ ଆଶ୍ବସ୍ତି ମିଳିଥିବାବେଳେ ଉଚ୍ଚଆୟକାରୀଙ୍କୁ ଉପରେ ପଡିଛି ଅତିରିକ୍ତ ଶୁଳ୍କ ପ୍ରହାର ।

ଅନ୍ତରୀଣ ବଜେଟ ଅନୁଯାୟୀ 5 ଲକ୍ଷ ଆୟ ଟିକସ ଫ୍ରି ରହିଛି । ଏପଟେ ନିର୍ମଳାଙ୍କ ବଜେଟରେ 2ରୁ 5 କୋଟି ଆୟ ଉପରେ 3 ପ୍ରତିଶତ ଓ 5 କୋଟିରୁ ଊର୍ଦ୍ଧ୍ବ ଆୟ ଉପରେ 7 ପ୍ରତିଶତ ସରଚାର୍ଜ ଲାଗିବ । କିନ୍ତୁ ଯଦି ଆପଣଙ୍କର ବାର୍ଷିକ ଆୟ 14 ଲକ୍ଷ, ତେବେ ବି ଆପଣ ଟେନସନ ନିଅନ୍ତୁ ନାହିଁ । ଏପରି ଭାବେ ଖର୍ଚ୍ଚ କରିବେ ତାହା ହେଲେ ବଞ୍ଚିବ ଆପଣଙ୍କ ଟିକସ ଟଙ୍କା ।

କିପରି ବଞ୍ଚିବ ଟଙ୍କା
ଭେଇକଲ ଲୋନ ଉପରେ ସୁଧ 1.5 ଲକ୍ଷ
ସେକ୍ସନ ୮୦ 'ସି' ନିବେଶ 1.5 ଲକ୍ଷ
ସ୍ବାସ୍ଥ୍ୟ ବୀମା 55000
ଏନପିଏଏସରେ ନିବେଶ 50000
ଷ୍ଟାଣ୍ଡର୍ଡ ଡିଡକ୍ସନ 50000
ଶିକ୍ଷା ଋଣ 1 ଲକ୍ଷ

ମୋଟ ବାବଦକୁ - 9.05 ଲକ୍ଷ । ବାକି 5 ଲକ୍ଷ ଉପରେ ନୋ ଟ୍ୟାକ୍ସ

ବର୍ତ୍ତମାନର ଟିକସ ସ୍ଲାବ ଅନୁଯାୟୀ

ଆୟ ଟିକସ
250000(ଅଢେଇଲକ୍ଷ) 0
250000ରୁ 500000 5%
500001 ରୁ1000000 20%
1000000 ରୁ ଊର୍ଦ୍ଧ୍ବ 30 %

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.