ETV Bharat / business

ପିଏମସି ସ୍କାମ, ହାତ ଟେକିଦେଲେ ଅର୍ଥମନ୍ତ୍ରୀ - finance Ministry have nothing to do with PMC bank matter

ବିଜେପି ପାର୍ଟି ଅଫିସ ଆଗରେ ପିଏମସି ଜମାକାରୀଙ୍କ ଆନ୍ଦୋଳନ । ଏହି ମାମଲାରେ ମାମଲାରେ ଅର୍ଥ ମନ୍ତ୍ରଣାଳୟ କିଛି ମଧ୍ୟ କରିପାରିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅର୍ଥମନ୍ତ୍ରୀ।

ଫଟୋ ସୌଜନ୍ୟ-ଏଏନଆଇ
author img

By

Published : Oct 10, 2019, 2:06 PM IST

Updated : Oct 10, 2019, 3:23 PM IST

ମୁମ୍ବାଇ: ବିଜେପି ପାର୍ଟି ଅଫିସ ସମ୍ମୁଖରେ ବିକ୍ଷୋଭ କରୁଥିବା ପିଏମସି (ପଞ୍ଜାବ ଓ ମହାରାଷ୍ଟ୍ର କର୍ପୋରେଟ ବ୍ୟାଙ୍କ) ଜମାକାରୀଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନା । ଏ ମାମଲାରେ ଅର୍ଥ ମନ୍ତ୍ରଣାଳୟ କିଛି କରିପାରିବ ନାହିଁ। କାରଣ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରିଚାଳନା କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ହେଲେ ଏ ସମ୍ବନ୍ଧରେ ଯାଞ୍ଚ କରିବାକୁ ବିଭାଗୀୟ ସଚିବଙ୍କୁ ଗ୍ରାମୀଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହ କାମ କରିବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଡେପୁଟି ଗଭର୍ଣ୍ଣରଙ୍କୁ ସାମିଲ ପାଇଁ ଡକାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି।

Intro:Body:

BLANK

Conclusion:
Last Updated : Oct 10, 2019, 3:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.