ETV Bharat / business

କୋଭିଡ ମୁକାବିଲା ପାଇଁ 71 କୋଟି ଦେଲା ଏସବିଆଇ - କୋଭିଡ ମୁକାବିଲାରେ ଏସବିଆଇ

କୋରୋନା ସଙ୍କଟର ମୁକାବିଲା ପାଇଁ ଆର୍ଥିକ ସହାୟତା ଦେଲା ଏସବିଆଇ । ଦେଶକୁ କୋଭିଡରୁ ମୁକୁଳାଇବା ପାଇଁ 71 କୋଟି ଟଙ୍କା ଆବଣ୍ଟନ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା ପାଇଁ 71 କୋଟି ଦେଲା ଏସବିଆଇ
କୋଭିଡ ମୁକାବିଲା ପାଇଁ 71 କୋଟି ଦେଲା ଏସବିଆଇ
author img

By

Published : May 3, 2021, 5:12 PM IST

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ବଡ ଘୋଷଣା । ଭାରତରେ କୋଭିଡ-19ର ଦ୍ବିତୀୟ ଲହରର ମୁକାବିଲା ପାଇଁ 71 ଟଙ୍କା ସହୟାତା ଦେବ ଏସବିଆଇ । ଏ ନେଇ ସୋମବାର ଘୋଷଣା କରିଛି ଏସବିଆଇ ।

1000 ବେଡ ଥିବା ହସ୍ପିଟାଲ ତିଆରି ପାଇଁ 30 କୋଟି ଟଙ୍କା ଦେଇଛି ବ୍ୟାଙ୍କ । ସେହିଭଳି କୋଭିଡରେ ଗଭୀର ଗୁରୁତର ରାଜ୍ୟରେ 250 ଆଇସିୟୁ ବେଡ ସହ 1000 ଆଇସୋଲେସନ ସୁବିଧା ଥିବା ବେଡ ପାଇଁ ଆବଣ୍ଟିତ କରିଛି । ଏହି ସୁବିଧା, ସମ୍ବନ୍ଧିତ ସହରର ସରକାରୀ ହସ୍ପିଟାଲ ଓ ନଗର ନିଗମର ସହଯୋଗରେ ସ୍ଥାପିତ କରାଯିବ ।

ଦେଶରେ କୋରୋନା ଭାଇରସର ଦ୍ବିତୀୟ ଲହର କହର ଜାରି ରହିଛି । ଗତ ସପ୍ତାହ ଠାରୁ ଲଗାତାର ପ୍ରତିଦିନ ଲକ୍ଷାଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସେହିଭଳି ବିଭିନ୍ନ ସମସ୍ୟା ଯୋଗୁଁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବି ବଢୁଛି । ଏଭଳି ସ୍ଥିତିରୁ ବଞ୍ଚିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଯଥାସମ୍ବବ ପ୍ରୟାସ କରୁଛି । ଜଣାପଡିଛି କି ମହାମାରୀ ଯୋଗୁଁ ବଢୁଥିବା ପ୍ରକୋପ ମଧ୍ୟରେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଉଛି । କୋରୋନା ରୋଗୀଙ୍କ ପାଇଁ ଅକ୍ସିଜେ ସଞ୍ଜିବନୀ କାମ କରୁଛି । ହେଲେ ଦେଶରେ ଅକ୍ସିଜେନ ଅଭାବ ଥିବା ରୋଗୀଙ୍କ ଜୀବନ ମରଣଯନ୍ତାରେ । ଏଭଳି ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଦିଗରୁ , ବିଦେଶର ଆର୍ଥିକ ସହାୟତା ଛୁଟିଥିବା ବେଳେ ରୋଗୀ ଦେଶର ସର୍ବବୃହତ୍ତ ବ୍ୟାଙ୍କ ମଧ୍ୟ ପଛକୁ ହଟିନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.