ETV Bharat / business

72 ନିକଟତର ଡଲାର ତୁଳନାରେ ଟଙ୍କା , ଖସିଲା ସେନସେକ୍ସ

author img

By

Published : Aug 29, 2019, 2:52 PM IST

ବିଦେଶୀ ପୁଞ୍ଜି କମୁଛି । ଆମେରିକା ଚୀନ ଟ୍ରେଡୱାର ନୂଆ ମୋଡ ନେଉଛି । ଦୁଇ ଦେଶ ମଧ୍ୟରେ କୌଣସି ବୁଝାମଣା ହେଉନି । ଫଳରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି । ଯାହା ପ୍ରଭାବରେ ସେନସେକ୍ସ ସୂଚକାଙ୍କ ହ୍ରାସ ପାଉଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅଧିକ ବିଦେଶୀ ପୁଞ୍ଜି ବ୍ୟବହାର ଓ ଘରୋଇ ସେୟାର ବଜାରରେ ମାନ୍ଦାବସ୍ଥା ପ୍ରଭାବରେ ଟଙ୍କା ଦୁର୍ବଳ । ଗୁରୁବାର ଡଲାର ତୁଳାରେ ଟଙ୍କାର ବିନିମୟ ମୁଲ୍ୟ 18 ପଇସା ହ୍ରାସ ପାଇ 71.95ଟଙ୍କାରେ ପହଞ୍ଚିଛି ।

ମୁଦ୍ରା କାରବାରୀଙ୍କ କହିବା ଅନୁଯାୟୀ, ଆମେରିକା ଓ ଚୀନ ମଧ୍ୟ ବ୍ୟାପର ବାର୍ତ୍ତାର କୌଣସି ନିଷ୍କର୍ଷ ମିଳୁନି । ଏହି ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କ ଅନଶ୍ଚିତତା ଭିତରେ ରହିଛି । ଯାହାର ପ୍ରଭାବ ଟଙ୍କା ଉପରେ ପଡୁଛି। ଏଭଳି ବିଭିନ୍ନ ମାନ୍ଦାବସ୍ଥା କାରଣରୁ ନିବେଶକ ଅଧିକ ଟଙ୍କା ଲଗାଇବାକୁ ମନ ବଳାଉନାହାଁନ୍ତି । ଫଳରେ ଗୁରୁବାର କାରବାର ଆରମ୍ଭରୁ ସେନସେକ୍ସ 273.74 ପଏଣ୍ଟ କମିଥିଲା ବେଳେ ନିଫ୍ଟି ହ୍ରାସ ପାଇ 10,967.85ରେ ପହଞ୍ଚିଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା 0.63 ଖସି 60.11 ଡଲାରର ପହଞ୍ଚିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.