ETV Bharat / business

ଦରଦାମ ତାତି: ଆକାଶଛୁଆଁ ଖାଦ୍ୟ ସାମଗ୍ରୀ ଓ ଇନ୍ଧନ - May

7 ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି । ମେ’ ମାସରେ ଦରଦାମ ସ୍ତର 0.57 ପ୍ରତିଶତ ବୃଦ୍ଧି ପାଇ 3.5 ପ୍ରତିଶତରେ ପହଞ୍ଚିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 12, 2019, 6:52 PM IST

Updated : Jun 12, 2019, 7:31 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଦରଦାମ ତାତି । ବିଶେଷ କରି ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଦର ଆକାଶ ଛୁଆଁ ହେଲାଣି । ମେ ମାସରେ ସମଗ୍ର ଦେଶରେ ଖୁଚୁରା ମୁଦ୍ରାସ୍ପୀତି 0.57 ପ୍ରତିଶତ ବୃଦ୍ଧି ପାଇଁ 3.05 ପ୍ରତିଶତରେ ପହଞ୍ଚିଛି । ଯାହାକି 7 ମାସରେ ସର୍ବୋଚ୍ଚ । ଏପଟେ ଓଡିଶାର ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇ 2.0 ପ୍ରତିଶତ ଛୁଇଁଛି । ବୁଧବାର ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ଉପଭୋକ୍ତା ମୁଲ୍ୟ ସୂଚକାଙ୍କ(ସିପିଆଇ) ଉପରେ ଆଧାରିତ ଖାଉଟି ମୁଦ୍ରାସ୍ଫୀତି । ଗୋଟିଏ ମାସ ପୂର୍ବରୁ ଅର୍ଥାତ ଏପ୍ରିଲରେ ଏହା 2.99 ପ୍ରତିଶତ ରହିଥିଲା । ସେହିପରି 2018 ମେ ରେ ଖାଉଟି ମୁଦ୍ରାସ୍ଫୀତି 3.38 ପ୍ରତିଶତରେ ରହିଥିଲା ।

କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ମେ’ ରେ ଖାଦ୍ୟ ବସ୍ତୁ ସମୂହର ମୁଦ୍ରାସ୍ଫୀତି 0.57 ବଢିଥିବା ବେଳେ ଏପ୍ରିଲରେ ଏହା 0.66 ପ୍ରତିଶତ ହ୍ରାସ ପାଇଥିଲା ।

Intro:Body:

gs

Conclusion:
Last Updated : Jun 12, 2019, 7:31 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.