ETV Bharat / business

ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ 15 ହଜାର କୋଟିର ବ୍ୟୟବରାଦ

author img

By

Published : May 17, 2020, 2:29 PM IST

କୋରୋନା ଭାଇରସ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗକୁ 15ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ବ୍ଲକରେ ସ୍ତରରେ ତିଆରି ହେବ ପରୀକ୍ଷା ଲ୍ୟାବ । ଅଧିକ ପଢନ୍ତୁ..

relief package on health sector
ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ 15 ହଜାର କୋଟିର ବ୍ୟୟବରାଦ

ନୂଆଦଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ସ୍ୱାସ୍ଥ୍ୟ ବିଭାଗ ଲାଗି ୧୫ ହଜାର କୋଟିରର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ ଘୋଷଣା

  • କୋରୋନା ମୁକାବିଲା ପାଇଁ ପରୀକ୍ଷା ଏବଂ ଲ୍ୟାବ କିଟ ପାଇଁ 550 କୋଟି ଟଙ୍କା ଖର୍ଚ୍ଚ ହେବ ।
  • 11.08 କୋଟି ହାଇଡ୍ରୋକ୍ଲୋରକ୍ବିନ ଟାବଲେଟ ତିଆରି ହେବ ।
  • ସ୍ବାସ୍ଥ୍ୟକର୍ମୀ ମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଘୋଷଣା ।
  • ଗ୍ରାମୀଣ ସ୍ତରରେ ସ୍ୱାସ୍ଥ୍ୟସେବାକୁ ଫୋକସ କରାଯିବ ।
  • ସବୁ ଜିଲ୍ଲାରେ ସଂକ୍ରମଣ ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ।
  • ପ୍ରତ୍ୟେକ ବ୍ଲକରେ ଲ୍ୟାବ ତିଆରି ହେବ ।
  • ପର୍ଯ୍ୟାପ୍ତ ପିପିଇ ସହ କୋରୋନା ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀଙ୍କ ରକ୍ଷଣା ବେକ୍ଷଣା କରାଯିବ ।
  • ସ୍ବାସ୍ଥ୍ୟ ସଂସ୍ଥାନଗୁଡିକୁ ଅଧିକ ସୁଦୃଢ କରାଯିବ ।

ସ୍ବାସ୍ଥ୍ୟ କ୍ଷେତ୍ରରେ ମହାମାରୀ ସହ ଲଢେଇ ପାଇଁ ବ୍ୟୟ ବଢାଯିବ । ରାଜ୍ୟଗୁଡିକୁ ଏହି 15 ହଜାର କୋଟି ଟଙ୍କା ପ୍ରଦାନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.