ETV Bharat / business

ରିଲାଏନ୍ସ ଜିଓର ଚତୁର୍ଥ ତ୍ରୈୟମାସର ପ୍ରଫିଟ 2,331କୋଟିକୁ ବୃଦ୍ଧି

2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈୟମାସରେ ରିଲାଏନ୍ସ ଜିଓର ନିଟ ଲାଭ 177 ପ୍ରତିଶତ ବୃଦ୍ଧି ପାଇ 2,331 କୋଟି ଟଙ୍କାରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...

author img

By

Published : May 1, 2020, 12:33 AM IST

reliance jio q4 net zooms 177 percent to rs2331-crore
ରିଲାଏନ୍ସ ଜିଓର ଚତୁର୍ଥ ତ୍ରୈୟମାସର ପ୍ରଫିଟ 2,331କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ: 2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈୟମାସରେ ରିଲାଏନ୍ସ ଜିଓର ନିଟ ଲାଭ 177 ପ୍ରତିଶତ ବୃଦ୍ଧି ପାଇ 2,331 କୋଟି ଟଙ୍କାରେ ପହଞ୍ଚିଛି । ଗୁରୁବାର ଏ ନେଇ ସୂଚନା ଦିଆଯାଇଛି ।

ଏହା ପୂର୍ବ ଆର୍ଥିକ ବର୍ଷର ଆଲୋଚ୍ୟ ତ୍ରୈୟମାସରେ କମ୍ପାନୀକୁ 840 କୋଟିର ନିଟ ପ୍ରଫିଟ ମିଳିଥିଲା ।

ପ୍ରକାଶ ଯେ, କିଛି ଦିନ ପୂର୍ବରୁ ଫେସବୁକ ରିଲାଏନ୍ସ ଜିଓ ମଧ୍ୟ ଚୁକ୍ତି ହୋଇଛି । ରିଲାଏନ୍ସରେ ୪୩ ହଜାର କୋଟିରୁ ଅଧିକ ନିବେଶ କରିବାକୁ ଘୋଷଣା କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଏହା ଦ୍ବାରା ଇ-କମର୍ସ ବଜାରରେ ରିଲାଏନ୍ସର ଚାହିଦା ବଢିବା ସହ ଅନ୍ୟ ପ୍ରମୁଖ କମ୍ପାନୀଙ୍କୁ ଟକ୍କର ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.