ETV Bharat / business

ଆରବିଆଇକୁ ପସନ୍ଦ ସୁନା !

ସୁନାରେ ନିବେଶ ଏକ ସୁରକ୍ଷିତ ବିକଳ୍ପ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକ ନିବେଶ ସୁନା ଉପରେ କରୁଛି ।

rbis liking for yellow metal rising
ଆରବିଆଇକୁ ପସନ୍ଦ ସୁନା !
author img

By

Published : Jan 11, 2020, 1:11 PM IST

ହାଇଦ୍ରାବାଦ: ସୁନା ନିବେଶ ଏକ ସୁରକ୍ଷିତ ବିକଳ୍ପ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକ ନିବେଶ ସୁନା ଉପରେ କରୁଛି । ରିପୋର୍ଟ ମୁତାବକ 2020 ଜାନୁଆରୀ 3 ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କର ସ୍ବର୍ଣ୍ଣ ଭଣ୍ଡାର 66.6 କୋଟି ଡଲାର ବୃଦ୍ଧି ପାଇ 28.05 ଅରବ ଡଲାରରେ ପହଞ୍ଚିଛି ।

ଗତ ଗୋଟିଏ ଦଶକରେ ଫକେକ୍ସ ରିଜର୍ଭ ବାସ୍କେଟରେ ସୁନାର ଅଂଶଧନରେ ଜବରଦସ୍ତ ବୃଦ୍ଧି ହୋଇଛି । ପ୍ରକାଶ ଥାଉ ଯେ, ଅକ୍ଟୋବର 2009 ପର୍ଯ୍ୟନ୍ତ ଆରବିଆଇ ପାଖରେ ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ 3.67 ପ୍ରତିଶତ ଅର୍ଥାତ 10.31 ଅରବ ଡଲାରର ସୁନା ରହିଥିଲା । ଯେତେବେଳେ କି 2020 ଜାନୁଆରୀରେ ମୋଟ ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ସେୟାର 6.08 ପ୍ରତିଶତ ଅର୍ଥାତ 28.05 ଅରବ ଡଲାର ରହିଛି ।

ସୁନା ବ୍ୟତୀତ ଆରବିଆଇର ବିଦେଶୀ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି, ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ସହ ବିଶେଷ ଅଧିକାର ଆଦି ସାମିଲ ରହିଛି ।

ସୂଚନା ଅନୁଯାୟୀ, ଜାନୁଆରୀ 3 ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 3.3.689 ଅରବ ଡଲାର ବୃଦ୍ଧି ପାଇ 461.157 ଅରବ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.