ETV Bharat / business

କୋରୋନା ଦାଉରୁ ଅର୍ଥବ୍ୟବସ୍ଥା ମୁକୁଳାଇବାକୁ RBIର ରଣନୀତି ପ୍ରସ୍ତୁତି

‘‘ଆମେ ଏକ ଅସଧାରଣ ସମୟ ମଧ୍ୟରେ ଗତି କରୁଛୁ । ଆଉ ବର୍ତ୍ତମାନ ଦେଶ ଯେଉଁ ସ୍ଥିତିର ସାମ୍ନା କରୁଛି, ତାହା ଅଦ୍ଭୁଦପୂର୍ବ । ଏଥିପାଇଁ ଘରୋଇ ଅର୍ଥବ୍ୟବସ୍ଥାକୁ ମହାମାରୀ କୁପ୍ରଭାବକୁ ବଞ୍ଚାଇବା ପାଇଁ ପ୍ରତିଟି ପ୍ରୟାସ ଜରୁରୀ ।’’

author img

By

Published : Apr 13, 2020, 6:12 PM IST

rbi to use any means necessary to revive growth preserve financial stability governor das
କୋରୋନା ଦାଉରୁ ଅର୍ଥବ୍ୟବସ୍ଥା ମୁକୁଳାଇବାକୁ ଆରବିଆଇର ରଣନୀତି ପ୍ରସ୍ତୁତି

ମୁମ୍ବାଇ: କୋରୋନା ମହାମାରୀରେ ପ୍ରଭାବିତ ଘରୋଇ ଅର୍ଥବ୍ୟବସ୍ଥା । ଆଉ ଏହାକୁ ସୁଧାରିବା ସହ ଟ୍ରାକକୁ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସର ଦରକାର ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଆହ୍ବାନ ଦେଇଛନ୍ତି ।

ମୁଦ୍ରାନୀତି ସମୀକ୍ଷା(ଏମପିସି) ବୈଠକ ସମୟରେ ଦାସ କହିଛନ୍ତି ଯେ, ମାକ୍ରୋ-ଇକୋନୋମିକ ଉପରେ ପ୍ରଥମେ ଏହାର ପ୍ରଭାବକୁ ରୋକିବାକୁ ପଡିବ । ଏଭଳି ପରିସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ଅର୍ଥର ସୁଗମ ପ୍ରବାହକୁ ସୁନିଶ୍ଚିତ କରିବା ଅନିବାର୍ଯ୍ୟ । କାରଣ ଏହା ଦେଶ ଅର୍ଥବ୍ୟବସ୍ଥାର ମୂଳପିଣ୍ଡ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆମେ ଏକ ଅସଧାରଣ ସମୟ ମଧ୍ୟରେ ଗତି କରୁଛୁ । ଆଉ ବର୍ତ୍ତମାନ ଦେଶ ଯେଉଁ ସ୍ଥିତିର ସାମ୍ନା କରୁଛି, ତାହା ଅଦ୍ଭୁଦପୂର୍ବ । ଏଥିପାଇଁ ଘରୋଇ ଅର୍ଥବ୍ୟବସ୍ଥାକୁ ମହାମାରୀ କୁପ୍ରଭାବକୁ ବଞ୍ଚାଇବା ପାଇଁ ପ୍ରତିଟି ପ୍ରୟାସ ଜରୁରୀ ।’’

ତେବେ ଆଶ୍ବସ୍ତିର ବିଷୟରେ ଯେ, ଭାରତୀୟ ଅର୍ଥବ୍ୟବସ୍ଥକୁ ମାକ୍ରୋ ଇକୋନୋମିକରେ ନିରନ୍ତର ସୁଧାର ହେଉଛି । ବିଶେଷ କରି ବୈଷିକ ଆର୍ଥିକ ସଙ୍କଟ ପରେ ସ୍ଥିତିକୁ ଦେକିବାରୁ ଗଲେ ଏଥିରେ ସୁଧାର ରହିଛି ।

ଏଥିମଧ୍ୟରେ ଦାସ ମାର୍ଚ୍ଚ 24, 26 ଓ 27ରେ ହୋଇଥିୂବା ବୈଠକ ସମୟରେ ସୁଧ ହାର 75 ବେସିସ ପଏଣ୍ଟ ହ୍ରାସ ନେଇ ମଧ୍ୟ ସହମତି ପ୍ରତାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.