ETV Bharat / business

ଚାର୍ଜ ଫ୍ରି ହେବ ଏଟିଏମ ଟ୍ରାଞ୍ଜାକ୍ସନ ! - panel

ଆଗକୁ ଚାର୍ଜ ଫ୍ରି ହୋଇପାରେ ଏଟିଏମ ଟ୍ରାଞ୍ଜାକ୍ସନ । ଟଙ୍କା ଉଠାଣ ଉପରେ ଗଣିବାକୁ ପଡିବନି ଦେୟ । ଏଥିପାଇଁ  ସମୀକ୍ଷା କରିବାକୁ ଆରବିଆଇ ଏକ 6 ଜଣିଆ ବିଷେଶଜ୍ଞ କମିଟି ଗଠନ କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 12, 2019, 2:28 PM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନେଣଦେଣ ପ୍ରକ୍ରିୟା । ଏହାକୁ ଦୃଷ୍ଟିରେ ରଖି ବଢୁଛି ଟ୍ରାଞ୍ଜାକ୍ସନ ଦେୟ । ଏଟିଏମରୁ ଟଙ୍କା ଉଠାଣ ଉପରେ ଚାର୍ଜ ଗଣୁଥିବାରୁ ଅସନ୍ତୋଷ ଗ୍ରାହକ । ତେବେ ଟ୍ରାଞ୍ଜାକ୍ସନକୁ ସରଳ ଓ ଚାର୍ଜ ଫ୍ରି କରିବାରୁ ଆରବିଆଇ ଗଠନ କରିଛି ସୀମକ୍ଷା କମିଟି । ଏହି କମିଟି ବିଭିନ୍ନ ଦିଗ ଉପରେ ଆଲୋକପାତ କରି ନିଷ୍ପତ୍ତି ନେବ ।

ଆରବିଆଇ ପକ୍ଷରୁ ଅଖିଳ ଭାରତୀୟ ସଂଘ (ଆଇବିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି.ଜି କାନନଙ୍କ ନେତୃତ୍ବରେ ବସିବ । ଏହି 6 ଜଣିଆ କମିଟିରେ ଏଟିଏମ ବ୍ୟବହାର, ଗ୍ରାହକଙ୍କ ପ୍ରଭାବ , ଏଟିଏମ ଦେୟ ଓ ଆନ୍ତଃ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଲାଗୁ କରାଯାଉଥିବା ଦେୟ ଉପରେ ଏହି କମିଟି ପୁଙ୍ଖାନୁପୁଙ୍ଖ ବିଚାର କରିବ ।

ପ୍ରଥମ ବୈଠକ ଆରମ୍ଭର 2 ମାସ ମଧ୍ୟରେ ଏହି କମିଟି ନିଜର ମତ ରଖିବ । ରିପୋର୍ଟ ମୁତାବକ, ସମଗ୍ର ଦେଶରେ 2 ଲକ୍ଷ ଏଟିଏମ ରହିଛି । ସେଥିମଧ୍ୟରୁ ଏପ୍ରିଲ ସୁଦ୍ଧା 88.47 କୋଟି ଡେବିଟ କାର୍ଡ ଓ 4.8 କୋଟି କ୍ରେଡିଟ କାର୍ଡ କହିଛି । ତଥ୍ୟ ଅନୁଯାୟୀ ଏପ୍ରିଲରେ 80.9 କୋଟି ଟ୍ରାଞ୍ଜାକ୍ସନ ଡେବିଟ କାର୍ଡ ଦ୍ବାରା ହୋଇଥାଏ ।

Intro:Body:

gs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.