ETV Bharat / business

ଆଶ୍ବସ୍ତି, ଶସ୍ତା ହେବ ସୁଧହାର! - reporate

କମିବ ସୁଧହାର। ଆସନ୍ତା 4 ତାରିଖ(ଗୁରୁବାର) ହେବାକୁ ଥିବା RBIର ମୁଦ୍ରାସ୍ପୀତି ସମୀକ୍ଷା ବୈଠକରେ ରେପୋ ହାର 25 ବେସିକ ପଏଣ୍ଟ(0.25) କମିବ!

ପ୍ରତିକାତ୍ମକ ଫଟୋ
author img

By

Published : Apr 1, 2019, 6:47 PM IST

Updated : Apr 1, 2019, 7:02 PM IST

ନୂଆଦିଲ୍ଲୀ: ଶସ୍ତାରେ ମିଳିବ ଲୋନ। ସୁଧୁରିବ ଆର୍ଥିକ ସ୍ଥିତି। ଋଣଦାତାଙ୍କୁ ମିଳିବ ଆଶ୍ବସ୍ତି। କାରଣ ହ୍ରାସ ହେବାକୁ ଯାଉଛି ରେପୋରେଟ ଦର। ଆସନ୍ତା 4 ତାରିଖ(ଗୁରୁବାର) ହେବାକୁ ଥିବା RBIର ମୁଦ୍ରାସ୍ପୀତି ସମୀକ୍ଷା ବୈଠକରେ ରେପୋ ହାର 25 ବେସିକ ପଏଣ୍ଟ(0.25) କମିବ!

ବିଶ୍ବ ବଜାରରେ ମାନ୍ଦାବସ୍ତା। ଅଭିବୃଦ୍ଧି ହ୍ରାସ ଆଶଙ୍କା।ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ RBI ତାର ଆସନ୍ତା ମୁଦ୍ରାନୀତି ସମୀକ୍ଷାରେ ରେପୋହାରକୁ କମାଇବାକୁ ଯୋଜନା କରିଛି। ଏହା ଦ୍ବାରା ଗ୍ରାହକଙ୍କୁ ସୁଧ ହାରରୁ ଆଶ୍ବସ୍ତି ମିଳିପାରିବ।

ଏହା ପୂର୍ବରୁ ଫେବୃଆରୀ 7ରେ ହୋଇଥିବାମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ ୨୫ ବେସିସ ପଏଣ୍ଟ ହ୍ରାସ ପାଇଥିଲା। ଫଳରେ ରେପୋରେଟ ଦର 6.50 %ରୁ ଖସି 6.25% ରହିଛି।ସେହିପରି ରିଭର୍ସ ରେପୋ ମଧ୍ୟ କମି 6 % ରହିଛି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ6 ଜଣିଆ ମୁଦ୍ରାନୀତି କମିଟି ସଦସ୍ୟାଙ୍କ 3 ଦିନିଆ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ନିଆଯିବ। ଏହା ପରେ ଏପ୍ରିଲ 4ରେ ଏ ନେଇ ଘୋଷଣା କରାଯିବ।

ଚଳିତ ମାସ ବସିଥିବା ଏହି ବୈଠକ 2019-20 ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା।

Intro:Body:

dfgbd

Conclusion:
Last Updated : Apr 1, 2019, 7:02 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.