ETV Bharat / business

ପବଜି ପାଗଳଙ୍କ ପାଇଁ ମାଲାମାଲ ଚୀନ, ଦିନକୁ 48 ଲକ୍ଷ ଡଲାର ଲାଭ

ପବଜିର 2 ଭର୍ସନରୁ(ଆଣ୍ଡ୍ରଏଡ ରାଜସ୍ବକୁ ବାଦ ଦେଇ) ମେ ମାସରେ ମୋଟ 146 କୋଟି ଡଲାର ଆଦାୟ ହୋଇଛି । ଯାହାକି ଏପ୍ରିଲରେ 65 କୋଟି ଡଲାର ତୁଳାନାରେ 126 ପ୍ରତିଶତ ଅଧିକ ।

author img

By

Published : Jun 7, 2019, 2:50 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବଢିଚାଲିଛି ଯୁବପିଢିଙ୍କ ପବଜି ପାଗଳାମୀ । ଏଥିଯୋଗୁଁ ଦିନକୁ ଦିନ ମାଲାମାଲ ହେବାରେ ଲାଗିଛି ଏହାକୁ ଚଲାଉଥିବା ଚୀନର ଇଣ୍ଟରନେଟ ପାୱାରହାଉସ ଟେନସେଣ୍ଟର । ଆଜିକା ଟ୍ରେଣ୍ଡିଙ୍ଗ ମୋବାଇଲ ଗେମ ପବଜି ଓ ଏହାର ନୂଆ ଭର୍ସନ ‘ଗେମ ଫର ପିସ’ ଯୋଗୁଁ କମ୍ପାନୀର ଦୈନିକ ରାଜସ୍ବ 48 ଲକ୍ଷ ଡଲାର ରହିଛି । ଯାହାକି ବିଶ୍ବର ସର୍ବାଧିକ ଆୟ କରୁଥିବା ଗେମ ଆପ ଭାବେ ରେକର୍ଡ ସୃଷ୍ଟି କରିଛି । ମୋବାଇଲ ଆପ ଇଣ୍ଟେଲିଜେନ୍ସି କମ୍ପାନୀ ସେନ୍ସର ଟାୱାର ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

ପବଜିର ଏହି 2 ଭର୍ସନରୁ(ଆଣ୍ଡ୍ରଏଡ ରାଜସ୍ବକୁ ବାଦ ଦେଇ) ମେ ମାସରେ ମୋଟ 146 କୋଟି ଡଲାର ଆଦାୟ ହୋଇଛି । ଯାହାକି ଏପ୍ରିଲରେ 65 କୋଟି ଡଲାର ତୁଳାନାରେ 126 ପ୍ରତିଶତ ଅଧିକ ।

ପବଜି ମୋବାଇଲ ଓ ଗେମ ଫର ପିସରୁ ମେ ରେ ମିଳିଥିବା ମୋଟ ରାଜସ୍ବରୁ ପାଖାପାଖି 10.1 କୋଟି ଡଲାର ଆପଲ ଷ୍ଟୋରରୁ ମିଳିଛି । ଆଇ ବାକି ଗୁଗୁଲ ପ୍ଲାର୍ଟଫର୍ମରୁ ମୋଟ 4.53 କୋଟି ଡଲାର ହାତକୁ ଆସିଛି ।

ଆପେଲ ଷ୍ଟୋର ଓ ଗୁଗୁଲ ପ୍ଲେ ୟୁଜର୍ସ ଗତ ମାସରେ ପବଜିର 2ଟି ଭର୍ସନ ଉପରେ ଦୈନିକ 48 ଲକ୍ଷ ଡଲାର ପାଇଥାନ୍ତି ବୋଲି ଜଣାପଡିଛି ।

Intro:Body:

gsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.